ETV Bharat / bharat

ଲଦାଖରେ ଭୂକମ୍ପ, ରିକ୍ଟରେ ସ୍କେଲରେ ତୀବ୍ରତା 3.6 - Earthquake Ladakh

ଭୋର 4.44ରେ ଲଦାଖରେ ଭୂମିକମ୍ପ ଅନୁଭୂତ । ରିକ୍ଟରେ ସ୍କେଲରେ ଭୂମିକମ୍ପର ତୀବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା। ଅଧିକ ଖବର ପଢନ୍ତୁ...

ଲଦାଖରେ ଭୂମିକମ୍ପ, ରିକ୍ଟରେ ସ୍କେଲରେ ତୀବ୍ରତା 3.6

author img

By

Published : Oct 19, 2020, 9:00 AM IST

ଲଦାଖ: ଭୂକମ୍ପରେ ଥରିଲା ଲଦାଖ। ରିକ୍ଟର ସ୍କେଲରେ ତୀବ୍ରତା 3.6 ମ୍ୟାଗ୍ନିଚ୍ୟୁଡ। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଭୂକମ୍ପ ସକାଳ ପ୍ରାୟ 4.44ରେ ଅନୁଭୂତ ହୋଇଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲର 110 କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ (NNW) ରେ 10 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଛି। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.