ସିମଲା: ହିମାଚଳ ପ୍ରଦେଶରେ ଭୂ-କମ୍ପ ଝଟକା । ଭୂ-କମ୍ପର ତ୍ରୀବତା ରିକ୍ଟର ସେଲ 3.2 ରହିଛି । ହିମାଚଳପ୍ରଦେଶର ଚମ୍ପା ଅଞ୍ଚଳରେ ଭୂ-କମ୍ପ ହୋଇଥିବା ସୂଚନା । ସେପଟେ, ଭୂ-କମ୍ପ ଭୟରେ ସ୍ଥାନୀୟ ଲୋକେ ଘର ବାହାରକୁ ଚାଲିଯାଇଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।
ସୌଜନ୍ୟ @ANI