ଅମୃତସର: ପଞ୍ଜାବରେ ଭୂମିକମ୍ପ । ପଞ୍ଜାବ ତରନତାରନରେ ଭୂମିକମ୍ପ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ତୀବ୍ରତା 3.1 । ରାତି 2.50ରେ ଭୂମିକମ୍ପ ହୋଇଥିବାର ସୂଚନା ଦେଲା ଏନସିଏସ । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ପଞ୍ଜାବରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.1 - Punjab
ପଞ୍ଜାବରେ ଭୂମିକମ୍ପ । ପଞ୍ଜାବ ତରନତାରନରେ ଭୂମିକମ୍ପ ହୋଇଥିବା ସୂଚନା ।
![ପଞ୍ଜାବରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.1 ପଞ୍ଜାବରେ ଭୂମିକମ୍ପ](https://etvbharatimages.akamaized.net/etvbharat/prod-images/768-512-8225790-thumbnail-3x2-earthquake.jpg?imwidth=3840)
ପଞ୍ଜାବରେ ଭୂମିକମ୍ପ