ETV Bharat / bharat

କୋରୋନା ନେଇଗଲା କୁମ୍ଭାରଙ୍କ ଜୀବିକା - financial expenses owing to reduced

କୋରୋନା ଭାଇସ ଲକଡାଉନ ବଢାଇଦେଇଛି ଚିନ୍ତା । ଆସମର କୁମ୍ଭାରମାନେ ମାଟି ପାତ୍ର ତିଆରି କରି ନିଜ ଜୀବିକା ନିର୍ବାହ କରୁଥିଲେ । କୋଭିଡ-19 ଯୋଗୁଁ ସମସ୍ତଙ୍କ ବ୍ୟବସୀୟ ଠପ୍ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ନେଇଗଲା କୁମ୍ଭାରଙ୍କ ଜୀବିକା
କୋରୋନା ନେଇଗଲା କୁମ୍ଭାରଙ୍କ ଜୀବିକା
author img

By

Published : Jun 23, 2020, 11:42 PM IST

ଗୌହାଟୀ: କୋରୋନା ଭାଇସ ଲକଡାଉନ ବଢାଇଦେଇଛି ଚିନ୍ତା । ଛୋଟ ମୋଟ ବ୍ୟବସାୟୀ, ଦିନ ମଜୁରିଆ କୋରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ଲକଡାଉନ କୋହଳ ହୋଇଛି ସତ, ହେଲେ ପୂର୍ବ ଭଳି ବ୍ୟବସାୟ ଠିକ୍ ଭାବେ ହେଉନି । ଆସମର କୁମ୍ଭାରମାନେ ମାଟି ପାତ୍ର ତିଆରି କରି ନିଜ ଜୀବିକା ନିର୍ବାହ କରୁଥିଲେ । କୋଭିଡ-19 ଯୋଗୁଁ ସମସ୍ତଙ୍କ ବ୍ୟବସୀୟ ଠପ୍ ହୋଇଯାଇଛି ।

ବର୍ତ୍ତମାନ କୋଭିଡ ପାଇଁ ମାଟି ପାତ୍ରର ଚାହିଦା ମଧ୍ୟ ହ୍ରାସ ପାଇଛି । ତେଣୁ ସେମାନଙ୍କ ଆର୍ଥିକ ପରିସ୍ଥିତି ମଧ୍ୟ ଖୁବ ଜଟିଳ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁଣି ଆର୍ଥିକ ଖର୍ଚ୍ଚକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ଏହି କ୍ଷୁଦ୍ର ବ୍ୟବସାୟୀ ।

ସେପଟେ ଜଣେ ବିକ୍ରେତା କୁହନ୍ତି, ‘ଏହା ଆମର ଜୀବିକା ନିର୍ବାହର ଏକମାତ୍ର ମାଧ୍ୟମ, କିନ୍ତୁ କୌଣସି ଗ୍ରାହକ ନାହାଁନ୍ତି । ଆମେ ଷ୍ଟଲ୍ ଖୋଲିବା ପରେ ଖୁବ୍ କମ୍ ଲୋକ କିଣିବାକୁ ଆସୁଛନ୍ତି । ଆମ ଜୀବନ ଦୁଃଖଦାୟକ ହୋଇଗଲା ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.