ETV Bharat / bharat

ସିପିସି ପକ୍ଷରୁ ମେଘାଳୟରେ ଦୁର୍ଗାପୂଜା ସମିତି ଗୁଡିକୁ ପ୍ଲାଷ୍ଟିକ ବନ୍ଦ କରିବାକୁ ଅପିଲ - ମେଘାଳୟ ଦୁର୍ଗା ପୂଜା ସମିତି

କେନ୍ଦ୍ରୀୟ ପୂଜା ସମିତି ପକ୍ଷରୁ ମେଘାଳୟର ସମସ୍ତ ପୂଜା କମିଟି ଗୁଡିକୁ ଏକ ପରାମର୍ଶ ଜାରି କରାଯାଇଛି । ଯେଉଁଥିରେ ପୂଜା କମିଟି ଗୁଡିକୁ ସଂମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ପୂଜା କରିବାକୁ କୁହାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 4, 2019, 3:51 AM IST

ସିଲଙ୍ଗ: ଆଉ କିଛିଦିନ ପରେ ଶାରଦୀୟ ଦୁର୍ଗାପୂଜା । ଏନେଇ ପ୍ରସ୍ତୁତ ସମସ୍ତ ଦୂର୍ଗାମଣ୍ଡପ । ଏହି ଅବସରରେ ସମସ୍ତ ମଣ୍ଡପ ଗୁଡିକରେ ପ୍ଲାଷ୍ଟକର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଲୋକଙ୍କୁ ଏଥିପ୍ରତି ଜାଗୃତ କରିବା ପାଇଁ ରାଜ୍ୟର ସମସ୍ତ ପୂଜାକମିଟି ମାନଙ୍କୁ କେନ୍ଦ୍ରୀୟ ପୂଜା ସମିତି(ସିପିସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ରାଜ୍ୟରେ 4 ରୁ 8 ଅକ୍ଟୋବର ପର୍ଯ୍ୟନ୍ତ 200ରୁ ଉର୍ଦ୍ଧ୍ବ ଦୂର୍ଗା ମଣ୍ଡପ ପ୍ରସ୍ତୁତ କରାଯାଇଛି । ସିପିସି ଅଧ୍ୟକ୍ଷ ନବା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କୌନରାଡ ସଙ୍ଗମଙ୍କ ନିର୍ଦ୍ଦେଶକ୍ରମେ ଦୁର୍ଗା ପୂଜା, କାଳି ଓ ଛଟ ପୂଜା ଅବସରରେ ପ୍ଲାଷ୍ଟିକର ବ୍ୟବହାର ରୋକିବାକୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଗା ପୂଜା ସମିତି ଗୁଡିକୁ ପ୍ଲାଷ୍ଟିକ କପ, ପ୍ଲେଟ ଓ ବୋତଲ ବ୍ୟବହାର ବଦଳରେ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବେ ନଷ୍ଟ ହେଇଯାଉଥିବା ବସ୍ତୁକୁ ବ୍ୟବାହାର କରିବାକୁ । ଏହାବ୍ୟତୀତ ପୂଜା ମଣ୍ଡପର ସାଜସଜ୍ଜାରେ ମଧ୍ୟ ପରିବେଶ ଅନୁକୁଳ ବସ୍ତୁ ଓ ପଦାର୍ଥ ବ୍ୟବହାର କରିବାକୁ କୁହାଯାଇଛି । ତେବେ ପୂଜା ପେଣ୍ଡାଲ ଗୁଡିକରୁ ସମସ୍ତ ପ୍ଲାଷ୍ଟିକ ବସ୍ତୁ ଓ ସାମଗ୍ରୀ ଦେଖିଲେ ତାକୁ ସଂଗ୍ରହ କରିବାକୁ ସେ ସିଲଙ୍ଗର ନଗରପାଳିକାକୁ କହିଛନ୍ତି।

Intro:Body:

ranjita

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.