ETV Bharat / bharat

ପ୍ରେମରେ ଧୋକା ପାଇ ଯୁବକଙ୍କ ଆତ୍ମହତ୍ୟା, ଭିଡିଓ ଭାଇରାଲ

author img

By

Published : Sep 14, 2020, 4:35 PM IST

ତେଲେଙ୍ଗାନା କରିମନଗରର ଜଣେ ଯୁବକ ପ୍ରେମରେ ଧୋକା ପାଇବା ପରେ ଆତ୍ମହତ୍ୟା କରିଛନ୍ତି । ତେବେ ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ କରିଥିଲେ । ଯେଉଁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ପ୍ରେମରେ ଧୋକା ପାଇ  ଯୁବକଙ୍କ ଆତ୍ମହତ୍ୟା
ପ୍ରେମରେ ଧୋକା ପାଇ ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ପ୍ରେମିକା ଠାରୁ ଧୋକା ଖାଇ ଯୁବକଙ୍କ ଆତ୍ମହତ୍ୟା । ତେଲେଙ୍ଗାନା କରିମନଗରର ଜଣେ ଯୁବକ ପ୍ରେମରେ ଧୋକା ପାଇବା ପରେ ଆତ୍ମହତ୍ୟା କରିଛନ୍ତି । ତେବେ ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ କରିଥିଲେ । ଯେଉଁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ସୂଚନା ଅନୁଯାୟୀ, 29 ବର୍ଷୀୟ ପାମୁଲାପାର୍ଥୀ ସାଇକିରଣ କରିମନଗରର ସପ୍ତଗିରି କଲୋନୀରେ ରୁହନ୍ତି । ସେ ଏକ ମୋବାଇଲ କମ୍ପାନୀରେ ସିଟି ମ୍ୟାନେଜର ରୂପେ କାମ କରନ୍ତି । ସେ କିଛି ବର୍ଷ ଧରି ଉକ୍ତ ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ।

ପ୍ରେମରେ ଧୋକା ପାଇ ଯୁବକଙ୍କ ଆତ୍ମହତ୍ୟା

ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହେବାରୁ ଯୁବତୀଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରୁଥିଲେ । ତେବେ ସେପ୍ଟେମ୍ବର 10ରେ ସାଇକିରଣ ଏକ ଭିଡିଓ କରି ନିଜ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ପଠାଇଥିଲେ । ଏହାପରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ ।

ଏହାପରେ ବନ୍ଧୁ ଓ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ରବିବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସାଇ କିରଣଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.