ETV Bharat / bharat

ବୁର୍ଜ ଖଲିଫାରେ ଝଲସିଲା ମହାତ୍ମାଙ୍କ ଗାଥା - 150ତମ ଗାନ୍ଧୀ ଜୟନ୍ତୀ

ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକାରେ ଝଲସିଛି ଜାତିର ଜନକଙ୍କ ଗାଥା । 150ତମ ଗାନ୍ଧୀ ଜୟନ୍ତୀ ଅବସରରେ ଦୁବାଇସ୍ଥିତ ବୁର୍ଜ ଖଲିଫାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Oct 3, 2019, 1:20 PM IST

ଦୁବାଇ: ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକାରେ ଝଲସିଛି ଜାତିର ଜନକଙ୍କ ଗାଥା । 150ତମ ଗାନ୍ଧୀ ଜୟନ୍ତୀ ଅବସରରେ ଦୁବାଇ ସ୍ଥିତ ବୁର୍ଜ ଖଲିଫାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି । ‘ବୈଷ୍ଣବ ଜନ ତୋ’ର ଧୁନ୍‌ରେ ପ୍ରଦର୍ଶିତ ହୋଇଥିଲା ବାପୁଙ୍କ ଫଟୋଚିତ୍ର ।

ଭିଡିଓ ସୌଜନ୍ୟ: ଏଏନଆଇ

ଏମାର ଗ୍ରୁପ ଦ୍ବାରା କରାଯାଇଥିବା ଏହି ପ୍ରସ୍ତୁତି ପାଇଁ ସାରା ବିଶ୍ବରୁ ଛୁଟିଛି ପ୍ରଶଂସାର ସୁଅ । ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ସହ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ଭାରତର ଜାତୀୟ ପତାକା । ଭାରତୀୟ ମହାବାଣିଜ୍ୟିକ ଦୂତାବାସ ଦ୍ବାରା ଏହି ପ୍ରଦର୍ଶନୀର ଭିଡିଓ ଜାରି କରାଯାଇଥିଲା ।

150ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅନ୍ତଃସ୍କୁଲ ପ୍ରବନ୍ଧ ପ୍ରତିଯୋଗିତା ସହ ଚିତ୍ରାଙ୍କନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.