ETV Bharat / bharat

ଦିଲ୍ଲୀରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବ ଶିଖ ପରିଚଳନା କମିଟି - ଦିଲ୍ଲୀରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବେ ଶିଖ ପରିଚଳନା କମିଟି

ଦିଲ୍ଲୀରେ କୋରୋନା ମୁକାବିଲା କରିବାକୁ ଆଗେଇ ଆସିଲା ଶିଖ ପରିଚାଳନା କମିଟି । କୋଭିଡ ଆକ୍ରାନ୍ତଙ୍କ ପାଇଁ ରାଜଧାନୀରେ ମାଗଣାରେ 12ଟି ଆମ୍ବୁଲାନ୍ସ ଯୋଗାଇ ଦେବେ । ଅଧିକ ପଢନ୍ତୁ...

ଦିଲ୍ଲୀରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବ ଶିଖ ପରିଚଳନା କମିଟି

author img

By

Published : Jul 15, 2020, 9:00 AM IST

ନୂଆଦିଲ୍ଲୀ: କୋଭିଡ ମୁକାବିଲାରେ ହାତ ବଢାଇଲା ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚାଳନା କମିଟି । ଗୁରୁ ହର କୃଷ୍ଣ ସାହେବ ଜୀଙ୍କ ପ୍ରକାଶ ପୁରବ ଉତ୍ସବର କୋଭିଡ ଆକ୍ରାନ୍ତଙ୍କୁ ଯୋଗାଇବେ ମାଗାଣା ଆମ୍ବୁଲାନ୍ସ ସେବା ।ଡିଏସଜିଏମସି ର ଅଧ୍ୟକ୍ଷ ମଞ୍ଜିନ୍ଦର ସିଂ ସିର୍ସା ଏକ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଥିଲେ । ରାଜଧାନୀର ବିଭିନ୍ନ ସ୍ଥାନରେ 12ଟି ଆମ୍ବୁଲାନ୍ସ ରଖାଯିବ ।

ଆଗକୁ ଆବଶ୍ୟକ ପଡିଲେ, ଆହୁରି ସେବା ଯୋଗାଇ ଦିଆଯିବ । ବର୍ତ୍ତମାନ ଏହି 12 ଆମ୍ବୁଲାନ୍ସରେ ସମସ୍ତ ପ୍ରକାରର ସୁବିଧା ରହିଛି । ଏହି ସୁବିଧା କୋଭିଡ-19 ବିରୋଧରେ ଜାରି ଲଢେଇକୁ ଜିତିବା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଆବଶ୍ୟକ ଥିବା ଲୋକମାନେ ଗୁରୁଦ୍ବାର ନିକଟକୁ ଆସିବେ । ଏହାର ସମସ୍ତ ସୂଚନା ସୋସିଆଲ ମିଡିଆରେ ଦିଆଯାଇଛି । ଡ୍ରାଇଭର ଏବଂ ୱାର୍ଡ ବାଳକମାନେ ପିପିଏ ପିନ୍ଧିବେ। ଆମ୍ବୁଲାନ୍ସ 24 * 7 ମାଗଣା ଉପଲବ୍ଧ ହେବ।

ଦିଲ୍ଲୀ ସରକାରଙ୍କ ତଥ୍ୟ ଅନୁସାରେ, ମଙ୍ଗଳବାର ଦିନ ଦିଲ୍ଲୀରେ ସମୁଦାୟ 1,606 କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛି । ସେଥିରୁ 1924 ସୁସ୍ଥ ହୋଇଛନ୍ତି । 35 ଜଣଙ୍କର ମୃତ୍ୟୁ ଜୀବନ ନେଇଛି କୋରୋନା । ରାଜ୍ୟରେ ମୋଟ ମାମଲା 1 ଲକ୍ଷ 15 ହଜାର 346 ରେ ପହଞ୍ଚିଛି । ସେଥିରୁ 93 ହଜାର 236 ସୁସ୍ଥ ହେବା ସହ 3,446 ଜଣଙ୍କ ଜୀବନ ଯାଇ ସାରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.