ETV Bharat / bharat

ପାଣି ଶରୀର ପାଇଁ ଉପାଦେୟ , ହେଲେ ଏହି ସମୟରେ ପିଇବା ମନା

ଆମ ଶରୀରରେ 60 ପ୍ରତିଶତ ଜଳ ରହିଥାଏ । ଯେତେବେଳେ ଆମେ ତୃଷାତ ଅନୁଭବ କରୁ, ଆମେ ପାଣି ପିଇଥାଉ, କିନ୍ତୁ ତାହା କରିବା ଠିକ୍ ନୁହେଁ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ପାଣି ପିଇବା ଉଚିତ୍ ନୁହେଁ ।

author img

By

Published : Jun 13, 2020, 3:25 PM IST

ପାଣି ଶରୀର ପାଇଁ ଉପାଦେୟ , ହେଲେ ଏହି ସମୟରେ ପିଇବା ମନା
ପାଣି ଶରୀର ପାଇଁ ଉପାଦେୟ , ହେଲେ ଏହି ସମୟରେ ପିଇବା ମନା

ଶରୀରକୁ ସୁସ୍ଥ ରଖିବା ପାଇଁ ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ । ଦୁନିଆର ସମସ୍ତ ଜୀବ ପାଣି ଆବଶ୍ୟକ କରନ୍ତି । ଜଳ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ । ଆମ ଶରୀରରେ 60 ପ୍ରତିଶତ ଜଳ ରହିଥାଏ । ଯେତେବେଳେ ଆମେ ତୃଷାତ ଅନୁଭବ କରୁ, ଆମେ ପାଣି ପିଇଥାଉ, କିନ୍ତୁ ତାହା କରିବା ଠିକ୍ ନୁହେଁ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ପାଣି ପିଇବା ଉଚିତ୍ ନୁହେଁ ।

ଶରୀର ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରକୁ ସୁସ୍ଥ ରଖିବା ପାଇଁ ଦିନସାରା ଅତି କମରେ 2 ଲିଟର ପାଣି ପିଇବା ଉଚିତ୍ । ସଠିକ୍ ପରିମାଣର ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ । ସଠିକ୍ ପରିମାଣର ପାଣି ପିଇବା ଦ୍ୱାରା ଶରୀରର କୋଷଗୁଡ଼ିକ ମଜବୁତ ହୁଏ ।

ପର୍ଯ୍ୟାପ୍ତ ପରିମାଣର ପାଣି ନପିଇବା ହେତୁ ଶରୀରରେ ଦୁର୍ବଳତା ଆରମ୍ଭ ହୁଏ । ଶରୀରରେ ଜଳ ଅଭାବରୁ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ଥାଏ । ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ କ୍ଷତି ପହଁଞ୍ଚିଥାଏ।

ଯଦି ଆପଣ ଶୋଇବା ପୂର୍ବରୁ ପାଣି ପିଅନ୍ତି, ତେବେ ଆପଣଙ୍କୁ ରାତିରେ ବାରମ୍ବାର ଶୌଚାଳୟକୁ ଯିବାକୁ ପଡିପାରେ, ଯେଉଁ କାରଣରୁ ଆପଣ ଶୋଇବାକୁ ସଠିକ୍ ଭାବରେ ସକ୍ଷମ ହୁଅନ୍ତି ନାହିଁ । ନିଦ୍ରା ଅଭାବରୁ ଅନେକ ରୋଗ ହେବାର ଆଶଙ୍କା ଥାଏ ।

ରାତିରେ ରାତ୍ରି ଭୋଜନର ଅଧ ଘଣ୍ଟା ପରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହି ସମୟରେ, ଉଷୁମ ପାଣି ପିଇଲେ ଖାଦ୍ୟ ହଜମ ପ୍ରକ୍ରିୟା ସଠିକ୍ ଭାବରେ କାମ କରେ । ଶୋଇବା ପୂର୍ବରୁ ଯଦି ଆପଣଙ୍କର ପାଣି ପିଇବାର ଅଭ୍ୟାସ ଅଛି, ତେବେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.