ETV Bharat / bharat

ପିଅନ୍ତୁ ଅଧିକ ପାଣି, ରୁହନ୍ତୁ ସୁସ୍ଥ - drink water

ପାଣି ପିଇବା ଶରୀରର ପାଇଁ ନିତ୍ୟାନ୍ତ ଆବଶ୍ୟକ। କୁହାଯାଏ ଜଳ ହିଁ ଜୀବନ। ଶରୀରରେ ଜଳୀୟ ଅଂଶର ଅଭାବ ହେଲେ ବିଭିନ୍ନ ପ୍ରକାର ରୋଗ ଦେଖାଯିବା ସହ ଶରୀର ଶୁଷ୍କ ହୋଇଯାଏ। ଶରୀରକୁ ସତେଜ ରଖିବା ହେଉ କି ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ଜଳର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

drink water
ପିଅନ୍ତୁ ଅଧିକ ପାଣି, ରୁହନ୍ତୁ ସୁସ୍ଥ
author img

By

Published : Jan 6, 2020, 12:37 PM IST

ଶରୀରରେ ଶକ୍ତି ପାଇଁ ଜଳ ଜରୁରୀ। ହେଲେ ପ୍ରତିଦିନ ଆମକୁ ଧ୍ୟାନ ରଖିବାକୁ ପଡିବ ଯେ ଦୈନିକ କେତେ ପାଣି ଆମେ ପିଉଛେ। ଏହା ଜରୁରୀ ନୁହେଁ କି ପ୍ରତ୍ୟେକ ସମୟରେ ପାଣି ପିଇବା କିନ୍ତୁ କେଉଁ ସବୁ ଉପାୟରେ ଶରୀରରେ ଜଳୀୟ ଅଂଶକୁ ସଠିକ୍ ରଖି ହେବ ଆସନ୍ତୁ ସେ ବିଷୟରେ ଜାଣିବା...

1. ପ୍ରତ୍ୟେକ ଦିନ ସାଙ୍ଗରେ ପାଣି ବଟଲ ନେବା ଜରୁରୀ। ଏହା କେବଳ ବାହାରକୁ ଯିବା ବେଳେ ବ୍ୟାଗ କି କାର ଡିକିରେ ନୁହେଁ ବରଂ ନିଜ ଘରେ ମଧ୍ୟ ରଖିବା ଉଚିତ୍। ଯାହା ଫଳରେ ଆପଣ ପାଣି ଠାରୁ ଅଧିକ ସମୟ ଦୂରେଇ ରହିପାରିବେ ନାହିଁ। ବାହାରକୁ ଯିବା ସମୟରେ ପାଣି ଦୋକାନରୁ କିଣିବା ଅପେକ୍ଷା ସାଥୀରେ ନେବା ଭଲ।

2. କାମ କରିବା ସମୟରେ ସାଥୀରେ ପାଣି ବଟଲ ରଖିବା ସହ ମଝିରେ ମଝିରେ ପିଇବା ଦରକାର। ଏପରିକି ଯେଉଁମାନେ କମ୍ପ୍ୟୁଟର ସାମ୍ନାରେ ବସି କାମ କରୁଛନ୍ତି ସେମାନେ ପାଣି ବଟଲକୁ ସାମ୍ନାରେ ରଖି ପିଇବା ସହ ଏକ ୱାଟର ବ୍ରେକ ବି ନେଇପାରିବେ।

3.ଦରକାର ପଡିଲେ ସମୟ ବ୍ୟବଧାନରେ ଚା ପିଇପାରିବେ। ହେଲେ କ୍ଷୀର ଚା ପିଇବା ଶରୀର ପାଇଁ କ୍ଷତିକାରକ। ଏହା ବଦଳରେ ଆପଣ ଗ୍ରୀନ ଟି ପିଇ ପାରିବେ। ଏଥିପାଇଁ କାମ କରିବା ସମୟରେ ଏକ ମିନି ବ୍ରେକ ନେଇ ପାରିବେ। ଯାହା କାର୍ଯ୍ୟ ବ୍ୟସ୍ତତା ଭିତରୁ ଆପଣଙ୍କୁ ଫ୍ରେସ ଲାଗିବ।

drink water
ପିଅନ୍ତୁ ଅଧିକ ପାଣି, ରୁହନ୍ତୁ ସୁସ୍ଥ

4.ଯେତେବେଳେ ଆପଣଙ୍କୁ ଲାଗୁଛି କିଛି ଜଳଖିଆ ଖାଇବାକୁ ସେ ସମୟରେ କିଛି ସଲ୍ଟି ଆଲମଣ୍ଡ ଖାଆନ୍ତୁ। କାରଣ ଲୁଣିଆ ଖାଦ୍ୟ ଶୋଷ ବଢାଇଥାଏ। ଯାହାଫଳରେ ପାଣି ପିଇବାକୁ ଇଚ୍ଛା ହେବ।

5.ସବୁ ବେଳେ ମାନେ ନାହିଁ ସାଦା ପାଣି ପିଇବା। ସମୟେ ସମୟେ ଲେମ୍ବୁ ପାଣି ବି ପିଇ ପାରିବେ। ଯାହା ଜିଭକୁ ସ୍ବାଦ ଲାଗିବ। ଏହା ମଧ୍ୟ ଆପଣଙ୍କୁ ପାଣି ପିଇବାର ଶୋଷ ବଢାଇବ।

6. ଯଦି ପାଣି ପିଇବାକୁ ଇଚ୍ଛା ହେଉନାହିଁ ତେବେ ସେଥିରେ କିଛି ଫ୍ରେଶ ଚପ୍ଡ ଭେଜିଟେବୁଲସ ଯେପରିକି କାକୁଡା,ଅଦା ଓ ଫଳ ଭାବେ ଅଙ୍ଗୁର,ଷ୍ଟ୍ରବେରୀ,ଲେମ୍ବୁ ଓ ବିଭିନ୍ନ ହର୍ବସ ତୁଳସୀ ପତ୍ର,ପୁଦିନା ପତ୍ର ଓ ଲାଭେଣ୍ଡର ପାଣି ପିଇ ପାରିବେ।

drink water
ପିଅନ୍ତୁ ଅଧିକ ପାଣି, ରୁହନ୍ତୁ ସୁସ୍ଥ

7. ପାଣି ବଦଳରେ ଆପଣ ଜୁସ ପିଇ ପାରିବେ। ସେଗୁଡିକ ହେଲା ସେଓ, ତରଭୁଜ, କାକୁଡି, କଖାରୁ ଓ କୋବି ରସ ପିଇ ପାରିବେ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ଓ ମିନେରାଲ ରହିଛି ଯାହା ଶରୀରରକୁ ସୁସ୍ଥ ରଖିବ।

ସାଧାରଣତଃ ଆମେ ଜାଣିଛୁ ଦୈନିକ 8 ଗ୍ଲାସ ପାଣି ପିଇବା ଦରକାର। ଖରାଦିନେ 8 ଗ୍ଲାସ ପାଣି ପିଇବାକୁ କୁହାଯାଇଥାଏ। ଶରୀରରେ ଅନୁସାରେ ପାଣି ପିଇବା କ୍ଷମତା ପରିବର୍ତ୍ତନ ହୋଇଥାଏ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.