ETV Bharat / bharat

ଜିନ୍ସ ପିନ୍ଧିଲେ କାଶୀ ବିଶ୍ବନାଥ ଦର୍ଶନ ମନା

author img

By

Published : Jan 13, 2020, 11:57 AM IST

ଜିନ୍ସ ଟପ୍ସ ପିନ୍ଧି କରିପାରିବେନି ବାବା ବିଶ୍ବନାଥଙ୍କ ଦର୍ଶନ। ଭକ୍ତ ପାଇଁ ଏବେ ଡ୍ରେସ କୋର୍ଡ ଲାଗୁ ହୋଇଛି ଉତ୍ତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିରରେ। ଅଧିକ ଖବର ପଢନ୍ତୁ...

dress code in baba vishwanath temple varanasi
ଲାଗୁ ହେଲା ନୂଆ ଡ୍ରେସ କୋର୍ଡ:କାଶୀ ବିଶ୍ବନାଥଙ୍କ ଦର୍ଶନ ପାଇଁ ଜିନ୍ସ-ଟପ୍ସ ବ୍ୟାନ

ବାରଣାସୀ: ଜିନ୍ସ ଟପ୍ସ ପିନ୍ଧି କରିପାରିବେନି ବାବା ବିଶ୍ବନାଥଙ୍କ ଦର୍ଶନ। ଭକ୍ତ ପାଇଁ ଏବେ ଡ୍ରେସ କୋର୍ଡ ଲାଗୁ ହୋଇଛି ଉତ୍ତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିରରେ। ମନ୍ଦିରରେ ଏହି ନିୟମ ଲାଗୁ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିଚାଳନା କମିଟି ନିର୍ଦ୍ଦେଶରେ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ବସ୍ତ୍ର ପରିଧାନ କରିବାକୁ ପଡିବ। ଏହି ବସ୍ତ୍ର କେବଳ ବିଶ୍ବନାଥଙ୍କ ସ୍ପର୍ଶ ଦର୍ଶନ ପାଇଁ ଲାଗୁ କରାଯାଇଛି ଓ ଅନ୍ୟ ଦର୍ଶନ ବ୍ୟବସ୍ଥା ପୂର୍ବ ଭଳି ଅଛି।

ଲାଗୁ ହେଲା ନୂଆ ଡ୍ରେସ କୋର୍ଡ:କାଶୀ ବିଶ୍ବନାଥଙ୍କ ଦର୍ଶନ ପାଇଁ ଜିନ୍ସ-ଟପ୍ସ ବ୍ୟାନ

ମିଳିଥିବା ସୂଚନା ଅନୁସାରେ, ଏହି ନୂତନ ଡ୍ରେସ କୋର୍ଡରେ ପୁରୁଷଙ୍କ ପାଇଁ ଧୋତି କୁର୍ତ୍ତା ଓ ମହିଳାଙ୍କ ପାଇଁ ଶାଢୀ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ପର୍ଶ ଦର୍ଶନ ପୂର୍ବାହ୍ନ 11ଟା ଯାଏଁ କରିପାରିବେ।

ଯେଉଁମାନେ ପ୍ୟାଣ୍ଟ ସାର୍ଟ ଓ ଜିନ୍ସ ପିନ୍ଧି ଆସିଥିବେ ସେମାନେ ଦୂରରୁ ବାବାଙ୍କ ଦର୍ଶନ କରିବେ। ଏବେ ସୁଦ୍ଧା ନିୟମ କାର୍ଯ୍ୟକାରୀ ହେବାର ତାରିଖ ଘୋଷଣା କରାଯାଇ ନାହିଁ। ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ବ୍ୟବସ୍ଥା ଉଜୈନର ମହାକାଳ ମନ୍ଦିରରେ ଲାଗୁ କରାଯାଇଛି। ମନ୍ଦିର କମିଟିର ଏହି ନିଷ୍ପତିକୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିବା ସହ କହିଛନ୍ତି ଏହା କାଶୀ ମନ୍ଦିରକୁ ଏକ ବିଶ୍ବସ୍ତରୀୟ ମାନ୍ୟତା ପ୍ରଦାନ କରିବ।

Intro:वाराणसी: द्वादश ज्योतिर्लिंग में शामिल श्री काशी विश्वनाथ मंदिर में अगर अब आपको गर्भ गृह में जाकर बाबा विश्वनाथ का स्पर्श दर्शन करना है, तो उसके लिए अब ड्रेस कोड का पालन करना होगा. यह ड्रेस कोड जल्द लागू होने जा रहा है. जिसके लिए रविवार को कमिश्नरी सभागार में काशी विद्वत परिषद की बैठक में इस प्रस्ताव पर मुहर लगा दी गई है. जिसके बाद अब स्पर्श दर्शन के समय को बढ़ाने के साथ ही मंदिर में स्पर्श दर्शन करने के लिए आने वाले श्रद्धालुओं में पुरुषों को धोती कुर्ता और महिलाओं को साड़ी पहन कर ही मंदिर में प्रवेश दिया जाएगा.

Body:वीओ-01 दरअसल रविवार को काशी विद्वत परिषद के सदस्यों के साथ धर्मार्थ कार्य मंत्री नीलकंठ तिवारी और मंदिर प्रशासन के साथ वाराणसी प्रशासन के समस्त अधिकारियों की मौजूदगी में कई प्रस्ताव रखे गए जिनमें दो अहम रूप से थे. इनमें एक शाम को 5:45 से 6:45 तक होने वाले स्पर्श दर्शन के समय को बढ़ाना और दूसरा विश्वनाथ धाम में खरीदे गए भवनों से निकले विग्रह को संयोजित करने की प्लानिंग, इन दोनों मुद्दों पर बैठक के दौरान एकमत से निर्णय हुआ स्पर्श दर्शन मध्यान आरती से पहले 11:00 बजे तक किया जा सकता है.

Conclusion:वीओ-02 इससे अधिक से अधिक श्रद्धालु बाबा का स्पर्श दर्शन कर सकेंगे लेकिन किसी भी विग्रह को स्पर्श करने के लिए एक प्रकार का वस्त्र तय होना आवश्यक है. ऐसे में पुरुष को धोती कुर्ता व महिलाओं को साड़ी पहनने का एक नियम बनाया जा रहा है. इसके अलावा पैंट शर्ट, जींस, सूट टाई कोट, वाले पहनावा पर केवल दर्शन की व्यवस्था लागू की जाएगी. सभी विद्वानों ने उज्जैन स्थित महाकाल ज्योतिर्लिंग व दक्षिण भारत के सभी मंदिरों का उदाहरण प्रस्तुत करते हुए बताया कि महाकाल में भस्म आरती के समय स्पर्श करने वाले बिना सिले हुए वस्त्र धारण करते हैं, बाकी सभी लोग केवल दर्शन करते हैं. इसलिए श्री काशी विश्वनाथ मंदिर में भी यह व्यवस्था लागू होनी चाहिए. इसके साथ ही विद्वत परिषद ने मंदिर में पूजा पाठ करने वाले सभी अर्चकों का भी एक ड्रेस कोड निर्धारित करने के लिए मंदिर प्रशासन को सुझाव दिया है. उन्होंने कहा कि अर्चक का ड्रेस कोड ऐसा हो ताकि वह भीड़ में आसानी से अलग से पहचाना जा सके. इस पर मंत्री नीलकंठ तिवारी ने भी इस व्यवस्था को जल्द लागू कराए जाने की बात कहते हुए 11:00 बजे तक स्पर्श दर्शन को आने वाले श्रद्धालुओं को ड्रेस कोड के अनुसार ही गाड़ी में प्रवेश देकर स्पर्श दर्शन कराने की अनुमति प्रदान की है.

बाईट- विशाल सिंह, मुख्य कार्यपालक अधिकारी, श्री काशी विश्वनाथ मंदिर
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.