ETV Bharat / bharat

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ଡିଆର୍‌ଡିଓ ଅଧ୍ୟକ୍ଷ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍‌ଡିଓ)ର ଅଧ୍ୟକ୍ଷ ଜି ସତୀଶ୍‌ ରେଡ୍ଡୀ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।

author img

By

Published : Jun 6, 2019, 11:42 PM IST

ଫଟୋ ସୌଜନ୍ୟ: ଏଏନ୍‌ଆଇ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍‌ଡିଓ)ର ଅଧ୍ୟକ୍ଷ ଜି ସତୀଶ୍‌ ରେଡ୍ଡୀ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ରାଜନାଥ ସିଂ ଡିଆର୍‌ଡିଓ ଅଧ୍ୟକ୍ଷଙ୍କୁ ମେକ୍‌ ଇନ ଇଣ୍ଡିଆ ପଦକ୍ଷେପରେ ପ୍ରତିରକ୍ଷା ଓ ଡିଆର୍‌ଡିଓର ଭୂମିକା ସଂପର୍କରେ ଅବଗତ କରାଇଥିଲେ । ଶ୍ରୀ ସିଂ ଡିଆର୍‌ଡିଓର ଅଧ୍ୟକ୍ଷଙ୍କୁ ଏକ ଏ-ସାଟ୍‌ ମିଶାଇଲର ପ୍ରତିକୃତି ଉପହାର ସ୍ବରୂପ ପ୍ରଦାନ କରିଥିଲେ ।

ଭାରତର ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଡିଆର୍‌ଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Slug-high court bar press meet,rep - narayan ,ctc,avb,06.06.19

ଆଂଙ୍କର - ଓଡିଶା ହାଇକୋର୍ଟ ରେ ବିଚାରପତି ଙ୍କ ସଂଖ୍ୟା କମିବାରେ ଲାଗିଛି।ହାଇକୋର୍ଟ ରେ ୨୭ ଜଣ ବିଚାରପତି ଆବଶ୍ୟକ ଥିଲାବେଳେ, ମାତ୍ର ୧୩ ଜଣ ବିଚାରପତି ଙ୍କୁ ନେଇ  ଓଡିଶା ହାଇକୋର୍ଟ ରେ ବିଚାର ପ୍ରକ୍ରିୟା ଚାଲୁଛି।ଜାହାକୁ ନେଇ ଅସନ୍ତୋଷ ଜାହିର କରିଛି ଓଡିଶା ହାଇକୋର୍ଟ ବାର ଆସୋସିଏସନ ।ତୁରନ୍ତ ୧୪ ଟି ବିଚାରପତି ପଦ ପୂରଣ କରିବାକୁ ଦାବି କରିଛି ହାଇକୋର୍ଟ ବାର ଆସୋସିଏସନ।ତେବେ ହାଇକୋର୍ଟ ବାର ର ଅନୁପାତ ଅନୁଯାୟୀ ଏହି ପଦବୀ ପୂରଣ କରିବାକୁ ଦାବି କରିଛି ହାଇକୋର୍ଟ ବାର।ହାଇକୋର୍ଟ ବାର ମଧ୍ୟରୁ ନିୟମିତ ଆଇନଜୀବି ମାନଙ୍କ ମଧ୍ୟରୁ ଚୟନ କରିବାକୁ ହାଇକୋର୍ଟ ବାର ଦାବି କରିଛି।ତେବେ ହାଇକୋର୍ଟ ବାର ପରିସର ନ ଥାଇ ,ଜଣେ ଆଇନଜୀବୀଙ୍କୁ ବିଚାରପତି ପଦ ପାଈଁ କଲେଜିୟମ  ଚୟନ କରୁଥିବା ଖବର ପାଇ ଏହାକୁ ମଧ୍ୟ ବିରୋଧ କରିଛି ହାଇକୋର୍ଟ ବାର।ତେବେ ଏଭଳି ଚୟନ ପ୍ରକ୍ରିୟାକୁ ହାଇକୋର୍ଟ ବାର ଆସୋସିଏସନ ତୀବ୍ର ବିରୋଧ କରିବା ସହ ଏନେଇ ରାଜ୍ୟପାଳ,ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,କେନ୍ଦ୍ର ଆଇନମନ୍ତ୍ରୀ,ମୁଖ୍ୟ ବିଚାରପତି ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛି ।ତେବେ ଦାବି ପୂରଣ ନ ହେଲେ ଆଗାମି ଦିନ ଆନ୍ଦୋଳନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାର ପକ୍ଷରୁ ସୂଚନା ଦିଆଯାଇଛି।

ବାଇଟ - ଗୋପାଳ ମହାନ୍ତି,ସଭାପତି,ଓଡିଶା ହାଇକୋର୍ଟ ବାର।

Visuals byte through MOJO...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.