ETV Bharat / bharat

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ୟୁପିଏସସି ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ ଯୋଶୀ - Dr Pradeep Kumar Joshi Chairman UPSC

ୟୁନିୟନ ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ ଯୋଶୀ (ବୁଧବାର) ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Dr Pradeep Kumar Joshi Chairman
Dr Pradeep Kumar Joshi Chairman
author img

By

Published : Aug 19, 2020, 5:14 PM IST

ନୂଆଦିଲ୍ଲୀ: ଅଗଷ୍ଟ 7 ରେ ୟୁନିୟନ ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ରୂପେ ପ୍ରଫେସର ପ୍ରଦୀପ ଯୋଶୀ ଦାୟିତ୍ବ ନେଇଛନ୍ତି । ଦେଶର ୟୁପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଆଜି ( ବୁଧବାର) ପ୍ରଥମ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଫେସର ଯୋଶୀ ରାଇସିନା ହିଲ ଆସି ରାଷ୍ଟ୍ରପତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ୟୁପିଏସସିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାସହ ନିଆଯାଉଥିବା ସଂସ୍କାର ମୂଳକ ପଦକ୍ଷେପ ଉପରେ ରାଷ୍ଚ୍ରପତିଙ୍କୁ ଅବଗତ କରାଇଥିଲେ ।

ରାଷ୍ଟ୍ରପତି ମଧ୍ୟ ପ୍ରଫେସର ଯୋଶୀଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଶୁଭକାମନା ଜଣାଇଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.