ETV Bharat / bharat

ଜାମ୍ମୁକାଶ୍ମୀରରେ ଦୁଇଟି ସେତୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ

author img

By

Published : Jun 25, 2020, 11:10 AM IST

ଗତ ବୁଧବାର କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏକ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଜାମ୍ମୁ କାଶ୍ମୀରର ଉଧାମପୁର ଏବଂ ଡୋଡା ଜିଲ୍ଲାରେ ଦେବିକା ଏବଂ ପୁନେଜା ନାମକ ଦୁଇଟି ସେତୁ ଉଦଘାଟନ କରିଛନ୍ତି।

bridge
ଜାମ୍ମୁକାଶ୍ମୀରରେ ଦୁଇଟି ସେତୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଦୁଇଟି ସେତୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ । ଗତ ବୁଧବାର କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏକ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଜାମ୍ମୁ କାଶ୍ମୀରର ଉଧାମପୁର ଏବଂ ଡୋଡା ଜିଲ୍ଲାରେ ଦେବିକା ଏବଂ ପୁନେଜା ନାମକ ଦୁଇଟି ସେତୁ ଉଦଘାଟନ କରିଛନ୍ତି।

10 ମିଟର ଲମ୍ବ ବିଶିଷ୍ଟ ଦେବିକା ସେତୁକୁ ଉଦଘାଟନ କରିବା ପରେ ସିଂ କହିଛନ୍ତି ଯେ, ଏହି ସେତୁ ନିର୍ମାଣ ସହିତ ଏହି ଅଞ୍ଚଳର ଟ୍ରାଫିକ ସମସ୍ୟାର ସମାଧାନ ହେବ । ଏଥିସହିତ ଏହା ସେନା କନଭେନ ଏବଂ ଯାନବାହାନ ଚଳାଚଳ କରିବାରେ ମଧ୍ୟ ସହାୟକ ହେବ। ପ୍ରାୟ ଏକ ବର୍ଷ ମଧ୍ୟରେ ଏହି ସେତୁ ନିର୍ମାଣ କରାଯାଇ ଛି ବୋଲି ସିଂ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.