ETV Bharat / bharat

କ'ଣ ଧର୍ମ ଭାରତୀୟ ହେବାର ପରିଚୟ: ଦୀୟା ମିର୍ଜା - CAAକୁ ନେଇ ଦୀୟା ମିର୍ଜାଙ୍କ ଟ୍ବିଟ

CAAକୁ ନେଇ ବଡବଡ ସେଲିବ୍ରିଟି ଟ୍ବିଟ କରୁଥିବା ବେଳେ, ନିକଟରେ ଏକ ଅଭିନେତ୍ରୀଙ୍କ ଟ୍ବିଟ ଖୁବ ଭାଇରାଲ ହେଉଥିବା ବେଳେ ନିକଟରେ ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜାଙ୍କ ଟ୍ବିଟ ଖୁବ ଭଇରାଲ ହେବାରେ ଲାଗିଛି ।

ଦେଶରେ CAA ତାତି
କ'ଣ ଧର୍ମ ଭାରତୀୟ ହେବାର ପରିଚୟ: ଦୀୟା ମିର୍ଜା
author img

By

Published : Dec 23, 2019, 6:31 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ଏବେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଥମେ ଉତ୍ତର-ପୂର୍ବ ରାଜ୍ୟରୁ ଏହି ନିଆଁ ଏବେ ଦେଶର ଅନ୍ୟ ପ୍ରାନ୍ତକୁ ବ୍ୟାପୀଛି। CAAକୁ ନେଇ ବଡବଡ ସେଲିବ୍ରିଟି ଟ୍ବିଟ କରୁଥିବା ବେଳେ, ନିକଟରେ ଏକ ଅଭିନେତ୍ରୀଙ୍କ ଟ୍ବିଟ ଖୁବ ଭାଇରାଲ ହେଉଛି ।

ଦେଶରେ CAA ତାତି
କ'ଣ ଧର୍ମ ଭାରତୀୟ ହେବାର ପରିଚୟ: ଦୀୟା ମିର୍ଜା

ଆମେ କହୁଛୁ ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜାଙ୍କ କଥା । ନିଜ ଟ୍ବିଟରେ ସେ ନିଜ ଧର୍ମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି, ମୋ ମା ଜଣେ ହିନ୍ଦୁ, ଆଉ ପ୍ରକୃତ ବାପା ଜଣେ ଖ୍ରୀଷ୍ଟିୟାନ ଓ ମୋ ପାଳିତ ବାପା ହେଉଛନ୍ତି ମୁସଲିମ । ମୋର ଅଫିସିୟାଲ କାଗଜପତ୍ରରେ ଧାର୍ମିକ ସ୍ଥିତି ଏବେ ବି ଖାଲି ରହିଥାଏ । କ'ଣ ଧର୍ମ ଜଣେ ଭାରତୀୟ ହେବାର ପରିଚୟ । ଏହା କେବେ କରିନି କି ମୋର ଆଶା କେବେ ବି ଏହା କରିବି ନାହିଁ ।

ଦୀୟା ମିର୍ଜାଙ୍କ ଏହି ଟ୍ବିଟ ପରେ ଅନେକ ଫ୍ୟାନ୍ସ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଟ୍ବିଟ ଖୁବ ଭାଇରାଲ ହେବାରେ ଲାଗିଛି ।

Intro:Body:

szfbv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.