ETV Bharat / bharat

କୋରୋନା ମୁକାବିଲା: ଏକ ମାସର ଦରମା ଦେବେ ଡିଏମକେ ବିଧାୟକ ଓ ସାଂସଦ - ଏକ ମାସର ଦରମା ଦେବେ ଡିଏମକେ ବିଧାୟକ ଓ ସାଂସଦ

ତାମିଲନାଡୁରେ କୋରୋନା ମୁକାବିଲା ପାଇଁ ଡିଏମକେର ବିଧାୟକ ଓ ସାଂସଦ ମାନଙ୍କ ତରଫରୁ 1 ମାସର ଦରମା ପ୍ରଦାନ କରାଯିବ । ଅଧିକ ପଢନ୍ତୁ...

DMK has announced that all its MPs and MLAs will donate their one-month salary in Tamil Nadu for corona
କୋରୋନା ମୁକାବିଲା: ଏକ ମାସର ଦରମା ଦେବେ ଡିଏମକେ ବିଧାୟକ ଓ ସାଂସଦ
author img

By

Published : Mar 22, 2020, 5:54 PM IST

ଚେନ୍ନାଇ: ତାମିଲନାଡୁରେ କୋରୋନା ମୁକାବିଲା ପାଇଁ ଡିଏମକେର ବିଧାୟକ ଓ ସାଂସଦ ମାନଙ୍କ ତରଫରୁ 1 ମାସର ଦରମା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଦରମା ପ୍ରଦାନ କରାଯିବ ବୋଲି ଡିଏମକେ ପକ୍ଷରୁ କୁହାଯାଇଛି ।

ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା 6 ଜଣ କୋରୋନା ପଜିଟିଭ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିରେ 4ଜଣ ଭାରତୀୟ ରହିଥିବା ବେଳେ 2 ଜଣ ବିଦେଶୀ ନାଗରିକ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.