ETV Bharat / bharat

'ଏଭଳି ସ୍ଥିତିରେ ଦୀପ ଲଗାଇବା ଠିକ ବୋଲି ମୁଁ ଭାବୁନାହିଁ ' - coronacombat

ଏଭଳି ସ୍ଥିତିରେ ଦୀପ ଲଗାଇବା ଠିକ ବୋଲି ମୁଁ ଭାବୁନାହିଁ । ରବିବାର ପାଇଁ ମୋଦି ଦେଇଥିବା ବାର୍ତ୍ତାର ଉତ୍ତର ରଖିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Diya is lit to celebrate lord Rams return to ayodhya
ଫାଇଲ ଫଟୋ
author img

By

Published : Apr 4, 2020, 1:39 AM IST

ରାୟପୁର: କୋରୋନା ମୁକାବିଲା ନେଇ ଆସନ୍ତା ରବିବାର ସାରା ଦେଶ ବାସୀଙ୍କୁ 9ଟା ବେଳେ 9 ମିନିଟ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ ବନ୍ଦ କରି ଦୀପ ଲଗାଇବାକୁ କହିଛନ୍ତି ମୋଦି । ଭିଡିଓ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ମୋଦି । ତେବେ ଏହାକୁ ନେଇ ଦେଖା ଦେଇଛି ତର୍କବିତର୍କ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହାକୁ ଗ୍ରହଣ କରିନାହାଁନ୍ତି ।

ବାଘେଲ କହିଛନ୍ତି, ଭଗବାନ ରାମ ଲଙ୍କାରୁ ଆଯୋଧ୍ୟାକୁ ଫେରିବା ପରେ ତାଙ୍କୁ ଦୀପ ଲଗାଇ ସ୍ବାଗତ କରାଯାଇଥିଲା । ଉତ୍ସବ ମନାଯାଇଥିଲା । କିନ୍ତୁ କୋରୋନା ଭାଇରସ ସଂକ୍ରମଣରେ ସାରା ଦେଶରେ ନିରିହ ଲୋକଙ୍କ ପ୍ରାଣ ହାନି ଘଟୁଛି । ଏଭଳି ସ୍ଥିତିରେ ଦୀପ ଲଗାଇବା ଠିକ ବୋଲି ମୁଁ ଭାବୁନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.