ETV Bharat / bharat

ଗାନ୍ଧୀଙ୍କୁ ମନେପକାଇ କାନ୍ଦିଲେ ଅଧ୍ୟକ୍ଷ, ଭିଡିଓ ଭାଇରାଲ - phiroj khancrying infront of gandhis statue

ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ବାପୁଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଲେ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ଜିଲ୍ଲାଧ୍ୟକ୍ଷ ଫିରୋଜ ଖାଁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 3, 2019, 7:31 PM IST

ଲକ୍ଷ୍ନୌ: ଗତକାଲି(ଅକ୍ଟୋବର 2) ସାରା ଦେଶ ପାଳିଛି ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଭାବବିହ୍ବଳ ହୋଇପଡିଛନ୍ତି ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ଜିଲ୍ଲାଧ୍ୟକ୍ଷ ଫିରୋଜ ଖାଁ । ଆଉ ପ୍ରତିମୂର୍ତ୍ତି ତଳେ ବସି ବାପୁଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଢନ୍ତୁ ସମ୍ପୁର୍ଣ୍ଣ ଖବର...

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସପା ଜିଲ୍ଲାଧ୍ୟକ୍ଷ କାନ୍ଧୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ସମ୍ଭଲର ଚନ୍ଦୌସୀ ଅଞ୍ଚଳର ଗତ ବୁଧବାର ଗାନ୍ଧୀଜୟନ୍ତି ଅବସରରେ ସପାର ଜିଲ୍ଲାଧ୍ୟକ୍ଷ ନିଜର କର୍ମୀଙ୍କ ସହ ଏକ ରାଲି କରି ମୁଖ୍ୟ ଚୌରାହେରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ନିକଟରେ ପହଞ୍ଚିଥିଲେ । ଏହାପରେ ବାପୁଙ୍କ ପ୍ରତିମାକୁ ସଫା କରିବା ସହ ଫୁଲମାଳ ଦେଇଥିଲେ । ଏହାପରେ ଫିରୋଜଙ୍କ ସହ ତାଙ୍କ କର୍ମୀମାନେ ମଧ୍ୟ ରଡି ଛାଡି କାନ୍ଦିବା ଆମ୍ଭ କରିଦେଇଥିଲେ । ସେମାନେ କାନ୍ଦୁଥିଲେ ସତ କିନ୍ତୁ ଆଖିରୁ ଠୋପେ ଲୁହ ନ ବାହାରୁଥିବା ଦେଖି ସ୍ଥାନୀୟଲୋକେ ଏହା କେବଳ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ।

ପୂର୍ବରୁ ସେ ରାମପୁର ଗସ୍ତରେ ଥିବାବେଳେ ବର ବେଶରେ ଯାଉଥିବାର ଦେଖିବାକୁ ମିଳିଥିଲା ଆଉ ଏହାର ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ତାଙ୍କୁ ଟ୍ରୋଲ କରିବା ସହ କିଛି ଫନି କମେଣ୍ଟ କରିଛନ୍ତି ।

Intro:एंकर--अपने नौटंकीबाज तो अक्सर कई तरह के देखे होंगे लेकिन लेकिन यूपी के संभल से आई नौटंकी भरी यह तस्वीरें शायद आप पहली बार देख रहे हैं आपको बता दें कि लगातार अपने बेतुका और अजीबोगरीब कारनामों को लेकर समाजवादी पार्टी के जिला अध्यक्ष फिरोज खां लगातार चर्चाओं में रहते हैं एक बार फिर उनकी ढोकले बाजी की करतूत सामने आई है जहां महात्मा गांधी की प्रतिमा के आगे सपा के जिलाध्यक्ष ने दुख का रोना शुरू कर दिया यह कोई पहली तस्वीर नहीं है इससे पहले भी जिला अध्यक्ष रामपुर पहुंचने के लिए दूल्हा बन गए थे और वह वीडियो भी लगातार वायरल हुआ था यह कहना गलत नहीं होगा कि समाजवादी के पास अब कोई काम धंधा तो बचा नहीं है इसलिए समाजवादी के लोग नए-नए कारनामे करते रहते हैं ।
Body:बीओ--तस्वीरें संभल के चंदौसी की जहां 2 अक्टूबर के मौके पर समाजवादी पार्टी के जिलाध्यक्ष अपने कार्यकर्ताओं के साथ चंदौसी में रैली निकालने पहुंचे और मुख्य चौराहे पर स्थित गांधी प्रतिमा पर पहुंचकर बापू की प्रतिमा को साफ़ किया और फूलमाला चढ़ाकर उनको याद किया तो वहीं अचानक समाजवादी पार्टी के जिला अध्यक्ष प्रतिमा के आगे फफक फफक कर रोने लगे उन्हीं के साथ साथ सपा के कार्यकर्ता भी बापू को याद कर रोने लगे लेकिन देखने वाली बात है कि साहब रो तो रहे हैं लेकिन आंख से आंसू का एक कतरा तक नहीं निकल रहा जाहिर सी बात है कि लगातार अपने कारनामों भरे कारनामों को लेकर सपा के जिलाध्यक्ष चर्चाओं में रहते हैं एक बार फिर बापू के जन्मदिन के अवसर पर अपनी ढोकले बाजी करके उन्होंने बापू का ही अपमान कर दिया चर्चाओं में रहने के लिए अक्सर सपा के जिलाध्यक्ष कई तरह के कारनामे करते रहते हैं एक बार फिर इसी तरह की तस्वीर संभल से सामने आई है कहना गलत नही होगा कि समाजवादी पार्टी के पास कोई काम धंधा नहीं रहा इसलिए सपा के लोग चर्चाओं में रहने के लिए अजीबो गरीब कारनामे कर रहे हैं ।

बाईट-- फिरोज खां सपा जिला अध्यक्षConclusion: सपा जिलाध्यक्ष फिरोज खान के महात्मा गांधी जी की मूर्ति के सामने गिडगिडाते हुए रोने का वीडियो वायरल होते ही लोगो ने सोशल मीडिया पर सपा जिलाध्यक्ष को जमकर ट्रौल किया और मजाक बनाया। वही सपा।जिलाध्यक्ष की इस निम्नस्तरीय हरकत से सपा मुखिया को भी नुकसान हुआ है।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.