ETV Bharat / bharat

‘ମତଭେଦ ହେଉଛି ଗଣତନ୍ତ୍ରର ସାରମର୍ମ’

author img

By

Published : Feb 24, 2020, 4:03 PM IST

ମତଭେଦ ହେଉଛି ଗଣତନ୍ତ୍ରର ସାରମର୍ମ । କିନ୍ତୁ କୌଣସି ବ୍ୟକ୍ତିକୁ ବି ଦେଶ ବିରୋଧରେ କହିବାକୁ ଅନୁମତି ଦିଆଯିବ ନାହିଁ । ସୋମବାର ଏପରି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

Vice President M. Venkaiah Naidu
‘ମତଭେଦ ହେଉଛି ଗଣତନ୍ତ୍ରର ସାରମର୍ମ’

ପାନାଜୀ: ମତଭେଦ ହେଉଛି ଗଣତନ୍ତ୍ରର ସାରମର୍ମ । କିନ୍ତୁ କୌଣସି ବ୍ୟକ୍ତିକୁ ବି ଦେଶ ବିରୋଧରେ କହିବାକୁ ଅନୁମତି ଦିଆଯିବ ନାହିଁ । ସୋମବାର ଏପରି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଗୋଆ ବିଶ୍ବବିଦ୍ୟାଳୟର 32 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି । ଏହାସହ ଦୁର୍ନୀତି ଗଣତନ୍ତ୍ରକୁ ଦୁର୍ବଳ କରେ ବୋଲି ସେ ଦର୍ଶାଇଛନ୍ତି । ସେହିପରି ଗଣତନ୍ତ୍ରରେ ମତଭେଦ ଦେଖାଯାଏ । କିନ୍ତୁ ଏହା ଦେଶ ବିରୋଧୀ ନହେବା ଦରକାର । ଯାହା ସମସ୍ତେ ବୁଝିବା ଦରକାର ବୋଲି ଉପରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ପ୍ରତି ପିଲାଙ୍କୁ ସ୍କୁଲକୁ ଛାଡିବା, ପ୍ରତି ପିଲାଙ୍କୁ ସୁଷମ ଖାଦ୍ୟ ଦେବା, ପ୍ରତି ଲୋକଙ୍କୁ ସମାଜରେ ଭଲଭାବେ ଚଳିବାର ପଥ ଦେଖାଇବାକୁ ଗୁରୁତ୍ବ ଦେବାକୁ ପଡିବ ବୋଲି ମଧ୍ୟ ଉପରାଷ୍ଟ୍ରପତି କହିଛନ୍ତି ।

ସୌଜନ୍ୟ: IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.