ETV Bharat / bharat

ହାଥରସ ଘଟଣା ପ୍ରାୟୋଜିତ କହିଲେ ବିଜେପି ସାଂସଦ - Hathras case

ହାଥରସ ଗଣଦୁଷ୍କର୍ମକୁ ନେଇ ରାଜନୀତି ସରୁନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦ ମୋହନ ମଣ୍ଡାବୀ ଏକ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି।

ବିଜେପି ସାଂସଦ
ବିଜେପି ସାଂସଦ
author img

By

Published : Oct 12, 2020, 4:11 PM IST

ରାୟପୁର: ହାଥରସ ଗଣଦୁଷ୍କର୍ମକୁ ନେଇ ରାଜନୀତି ଥମୁନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦ ମୋହନ ମଣ୍ଡାବୀ ଏକ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ହାଥରସ ଘଟଣା ପ୍ରାୟୋଜିତ, ଏହାକୁ କଂଗ୍ରେସ ନେତା ଜୋର ଜବରଦସ୍ତ ବିରୋଧ କରୁଛନ୍ତି। ମାତ୍ର କେଶକାଲରେ ହୋଇଥିବା ଘଟଣା ସତ, ଯାହାର ବିରୋଧ ବିଜେପି କରୁଛି ।

ପ୍ରଶ୍ନ ଉଠୁଛି ଯେ ସାଂସଦ କିପରି ନିଷ୍ପତ୍ତି ନେଲେ ଯେ ହାଥରସ ଘଟଣା ପ୍ରାୟୋଜିତ ଅଟେ । ସିବିଆଇ ଏହି ଘଟଣାର ତଦନ୍ତ କରୁଥିବାବେଳେ ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ସମ୍ପର୍କରେ ଏପରି ରାଜନୈତିକ ଟିପ୍ପଣୀ ଉପଯୁକ୍ତ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.