ETV Bharat / bharat

ଦୀପାବଳି ପାଇଁ ଏକ ବିଶେଷ ପ୍ରଦର୍ଶନୀର ଆୟୋଜନ - ଦିବ୍ୟାଙ୍ଗ

ପ୍ରଦର୍ଶନୀରେ କାର୍ଡ, ବୋତଲ, ଚିତ୍ରାଙ୍କନ, ଡେକୋରେସନ, ଦୀପ ଆଦି ଅନେକ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଏହାକୁ ସବୁ ବଜାରରେ ବିକ୍ରି କରିବା ପାଇଁ ରଖାଯାଇଛି । ଯାହାଦ୍ବାରା ଏଥିରୁ ମିଳୁଥିବା ଆମଦାନୀରୁ ଏହି ପିଲାଙ୍କର ଆହୁରି ଅଧିକ ସୁବିଧା ଦିଆଯାଇପାରିବ । ଫଳରେ ପିଲାଙ୍କର ଏହି କାର୍ଯ୍ୟରେ ଅଧିକ ରୁଚି ବଢିବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 17, 2019, 4:00 AM IST

ସିମଲା: କୁହାଯାଏ ଭଗବାନଙ୍କର ସ୍ୱତନ୍ତ୍ର ଆଶୀର୍ବାଦର ଅଧିକାରୀ ହୋଇଥାନ୍ତି ଦିବ୍ୟାଙ୍ଗମାନେ । ଏହିମାନେ ଗୋଟିଏ ଅଙ୍ଗ ହରାଇଥିଲେ ମଧ୍ୟ ସେମାନେ ଅଜସ୍ର ପ୍ରତିଭାର ଅଧିକାରୀ ହୋଇଥାନ୍ତି । କିଏ ପାଠରେ ତ ଆଉ କିଏ ଚିତ୍ରାଙ୍କନରେ, ଆଉ ପୁଣି ଆଉ କେଉଁ କ୍ଷେତ୍ରରେ । ତେବେ ଦିବ୍ୟାଙ୍ଗମାନେ ବିଭିନ୍ନ କାରୁକାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏହିଭଳି କିଛି କରିଦେଖାଇଛନ୍ତି ହିମାଚଳପ୍ରଦେଶ ନାହନରେ ଥିବା ଆସ୍ଥା ସ୍ପେଶାଲ ସ୍କୁଲର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ।

ଦୀପାବଳି ପାଇଁ ଏକ ବିଶେଷ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଦ୍ବିଦିବସୀୟ ଏହି ପ୍ରଦର୍ଶନୀରେ କାର୍ଡ, ବୋତଲ, ଚିତ୍ରାଙ୍କନ, ଡେକୋରେସନ, ଦୀପ ଆଦି ଅନେକ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଏହାକୁ ସବୁ ବଜାରରେ ବିକ୍ରି କରିବା ପାଇଁ ରଖାଯାଇଛି । ଯାହାଦ୍ବାରା ଏଥିରୁ ମିଳୁଥିବା ଆମଦାନୀରୁ ଏହି ପିଲାଙ୍କର ଆହୁରୀ ଅଧିକ ସୁବିଧା ଦିଆଯାଇପାରିବ । ଫଳରେ ପିଲାଙ୍କର ଏହି କାର୍ଯ୍ୟରେ ଅଧିକ ରୁଚି ବଢିବ ।

ଛାତ୍ରୀ ହର୍ଷିତାଙ୍କ କହିବାନୂଯାୟୀ, ସେ ଚିତ୍ରାଙ୍କନ ପ୍ରତି ରୁଚି ରଖନ୍ତି । ସ୍କୁଲ ପ୍ରିନସିପାଲ କୃତିକା କହିଛନ୍ତି ଯେ, ଏହି ପ୍ରଦର୍ଶନୀ କରିବାଦ୍ବାରା ପିଲାଙ୍କର କଳା ପ୍ରତି ରୁଚି ବଢିବ । ଆଉ ଏଥିରୁ ମଧ୍ୟ କିଛି ଆମଦାନୀ ହେବ ଯାହା ସେମାନଙ୍କ ଭବିଷ୍ୟତରେ କାମରେ ଆସିବ । ତେବେ ଏହି ପ୍ରଦର୍ଶନୀକୁ ଲୋକମାନେ ଦେଖିବାକୁ ଆସିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପେଣ୍ଟିଂକୁ ଦେଖି ଭୁରି ଭୁରି ପ୍ରଂଶସା କରିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.