ETV Bharat / bharat

ଭାରତୀୟ ମାର୍କେଟରେ ଇନଫ୍ରାଡ୍ ଡିଟି09 ପ୍ଲସ ଥର୍ମୋମିଟର

ଗତ ମାସରେ ଆରମ୍ଭ ହୋଇଥିବା ଡିଟି09ର ଅପଗ୍ରେଡ୍ ଭର୍ସନ ଡିଟେଲପ୍ରୋ ନିଜର ଏକ ନୂଆ ଇନଫ୍ରାଡ୍ ଥର୍ମୋମିଟର ଡିଟି09 ପ୍ଲସ(DT09 +) ଭାରତରେ ଉପସ୍ଥାପନ କରିଛି । ଅଧିକ ପଢନ୍ତୁ..

author img

By

Published : Jul 23, 2020, 6:55 AM IST

ଭାରତୀୟ ମାର୍କେଟରେ ଇନଫ୍ରାଡ୍ ଥର୍ମୋମିଟର ଡିଟି09 ପ୍ଲସ ଥର୍ମୋମିଟର

ନୂଆଦିଲ୍ଲୀ: ଡିଟେଲପ୍ରୋ ନିଜର ଏକ ନୂଆ ଇନଫ୍ରାଡ୍ ଥର୍ମୋମିଟର ଡିଟି09 ପ୍ଲସ(DT09 +) ଭାରତରେ ଉପସ୍ଥାପନ କରିଛି । ଯାହା ଗତ ମାସରେ ଆରମ୍ଭ ହୋଇଥିବା ଡିଟି09ର ଅପଗ୍ରେଡ୍ ଭର୍ସନ । ଏହି ଥର୍ମୋମିଟର 2 ବର୍ଷର ୱାରେଣ୍ଟି ସହିତ ମାର୍କେଟର ପ୍ରବେଶ କରିଛି । ଏହାର ମୂଲ୍ୟ ରହିଛି 1099 ଟଙ୍କା ।

ଡିଟେଲପ୍ରୋ ଡିଟି09 ପ୍ଲସ(DT09 +)ର ଫିଚର ଗୁଡିକ ବିଷୟରେ କହିଲେ, ଏଥିରେ ଏକ କାଲିବ୍ରେସନ୍ ମୋଡ୍ ମିଳିବ ଯାହା ଏହାର ପରିବେଶ ଅନୁଯାୟୀ ତାପମାତ୍ରାକୁ ନିୟନ୍ତ୍ରଣ କରିବ । ଏଥିରେ ଏକ ତାପମାତ୍ରା ରେକର୍ଡର ମଧ୍ୟ ରହିଛି ଯେଉଁ କାରଣରୁ କମ୍ପାନୀ ଏଥିରେ ଇନବିଲ୍ଟ ମେମୋରୀ ମଧ୍ୟ ଦେଇଛି । ଏଥିରେ ତାପମାତ୍ରା ତିନୋଟି ରଙ୍ଗରେ ଦୃଶ୍ୟମାନ ହେବ । ଯାହାର ଭିନ୍ନ ଭିନ୍ନ ଅର୍ଥ ଆକଳନ କରାଯିବ ।

ଏନେଇ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଯୋଗେଶ ଭାଟିଆ କହିଛନ୍ତି, ଆମେ ଭାରତୀୟ ବଜାରରେ ଆମର ଡିଜିଟାଲ ସର୍ବକୃଷ୍ଟ ଥର୍ମୋମିଟରକୁ ଲଞ୍ଚ କରିବାକୁ ପ୍ରସ୍ତୁତ ରହିଛୁ । ଆମ ଟିମ୍ ଗତ 2 ମାସ ମଧ୍ୟରେ ବିକ୍ରି ହୋଇଥିବା ପ୍ରତ୍ୟେକ ଆଇଆର ଥର୍ମୋମିଟରର ଛୋଟ ଛୋଟ ଜିନିଷକୁ ବୁଝିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ।

ଡିଟେଲପ୍ରୋରଡିଟି09 ପ୍ଲସ ସିଇ, ଏଫଡିଏ, ଡବ୍ୟୁଏଚଓ ଜିଏମପି, ଆଇଏସଓ 9001: 2015 ଏବଂ ଆଇଏସଓ 13485, 2016 ନିମନ୍ତେ ପ୍ରସ୍ତୁତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.