ETV Bharat / bharat

'ଦିଦିଙ୍କ ଚାପୁଡା ମୋ ପାଇଁ ଆଶୀର୍ବାଦ'

ବାଙ୍କୁରାର ଜନସଭାରେ ମୋଦି ମମତାଙ୍କୁ ଦିଦି କହି ଆଦର କରୁଥିବା କହିବା ସହ ଦିଦିଙ୍କ ଚାପୁଡା ଆଶୀର୍ବାଦ ହେବ ବୋଲି କହିଛନ୍ତି ।

author img

By

Published : May 9, 2019, 2:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ପଶ୍ଚିମବଙ୍ଗର ବଙ୍କୁରା ଓ ପୁରୁଲିଆରେ ଜନସଭାକୁ ସମ୍ବୋଧିତ କରିଥିବାବେଳେ ଦିଦିଙ୍କ ଚାପୁଡା ତାଙ୍କ ପାଇଁ ଆଶୀର୍ବାଦ ବୋଲି କହିଛନ୍ତି ।

ମୋଦି କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଦି କହି ଆଦର କରୁଛି କିନ୍ତୁ ସେ ମୋତେ ଚାପୁଡା ମାରିବାକୁ ଚାହୁଁଛନ୍ତି । ମମତାଙ୍କ ଚାପୁଡା ଖାଇବାକୁ ପ୍ରସ୍ତୁତ ଥିବା କଥା ମୋଦି କହିଥିବାବେଳେ ଦିଦିଙ୍କ ଚାପୁଡା ତାଙ୍କ ପାଇଁ ଆଶୀର୍ବାଦ ହେବ ବୋଲି ମୋଦି କହିଛନ୍ତି ।

ଦୁଇ ଦିନ ପୂର୍ବରୁ ତଥା ମେ 7 ତାରିଖରେ ପୁରୁଲିଆର ଏକ ସଭାରେ ମମତା ମୋଦିଙ୍କ ବିରୋଧରେ କଡା ଭାଷା ପ୍ରୟୋଗ କରିବା ସହ ମୋଦିଙ୍କୁ ଲୋକତନ୍ତ୍ରର ଚାପୁଡା ମାରିବେ ବୋଲି କହିଥିଲେ ।

ମୋଦି ଆଜି ସଂଧ୍ୟାରେ ଉତ୍ତରପ୍ରଦେଶର ଆଜମଗଡ, ଜୌନପୁର ଓ ପ୍ରୟାଗରାଜରେ ବି ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.