ETV Bharat / bharat

ଧରୱାଡ ଅର୍ଦ୍ଧ ନିର୍ମିତ କୋଠା ଭୁଶୁଡି 15 ମୃତ

ଧରୱାଡରେ ଅର୍ଦ୍ଧ ନିର୍ମିତ କୋଠା ଭୁଶୁଡି 15 ମୃତ। କୋଠା ମାଲିକ ଓ ଇଞ୍ଜିନିୟରଙ୍କ ନାମରେ ଥାନାରେ ଏତଲା । ଏବେ ବି ଭଗ୍ନାବଶେଷ ଭିତରେ କିଛି ଲୋକ ଫସିରହିଥିବା ସନ୍ଦେହ। ଉଦ୍ଧାର କାର୍ଯ୍ୟ ଜାରିଥିବା ସୂଚନା ।

author img

By

Published : Mar 23, 2019, 8:45 AM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ବେଙ୍ଗାଲୁରୁ: କର୍ଣ୍ଣାଟକ ଧରୱାଡରେ ଅର୍ଦ୍ଧ ନିର୍ମିତ କୋଠା ଭୁଶୁଡି 15 ମୃତ। ଏବେ ବି ଭଗ୍ନାବଶେଷ ଭିତରେ ଅନେକ ଫସିରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା।

କୋଠାର ମାଲିକଙ୍କ ନାମରେ ଏତଲା ଦିଆଯାଇଛି । କେବଳ କୋଠା ମାଲିକ ନୁହେଁ ଏହାକୁ ନିର୍ମାଣ କରୁଥିବା ଇଞ୍ଜିନିୟର ବିବେକ ପାୱାରଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି। ତେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଗୁରୁବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଏହି କୋଠାଟି ଧରୱାଡ ଅର୍ନ୍ତଗତ କୁମାରେଶ୍ବର ନଗର ଅଞ୍ଚଳରେ । ମାର୍ଚ୍ଚ 19 ତାରିଖରେ ଅର୍ଦ୍ଧ ନିର୍ମିତ କୋଠାଟି ଭୁଶୁଡି ପଡିଥିଲା । ଏନଡିଆରଏଫ ଏବଂ ଏୟାର ଫୋର୍ସର ଦୁଇଟି ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନସୁଦ୍ଧା 60ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.