ଭୁବନେଶ୍ବର: କୋରୋନା ମହାମାରୀ ନେଇ ଲୋକଙ୍କୁ ସଚେତନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ଆସିବା ଯାଏଁ ସଚେତନ ରହିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସମସ୍ତ ସରକାରୀ ନିୟମକୁ ମାନିବାକୁ ହେବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଆ ସମାଜ ନିଜକୁ ସମ୍ଭାଳି ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଟ୍ବିଟ୍ କରି ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କୁ କୋରୋନା ମହାମାରୀ ନେଇ ସଚେତନ କରିଛନ୍ତି ।
-
ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବା ପାଇଁ ପଡିବ ଓ କରୋନା ଟୀକା ତିଆରି ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଜରୁରୀ। ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳି ପାରିବ ବୋଲି ମୋର ଦୃଢ ବିଶ୍ୱାସ । pic.twitter.com/2IKoBSW8cO
— Dharmendra Pradhan (@dpradhanbjp) July 18, 2020 " class="align-text-top noRightClick twitterSection" data="
">ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବା ପାଇଁ ପଡିବ ଓ କରୋନା ଟୀକା ତିଆରି ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଜରୁରୀ। ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳି ପାରିବ ବୋଲି ମୋର ଦୃଢ ବିଶ୍ୱାସ । pic.twitter.com/2IKoBSW8cO
— Dharmendra Pradhan (@dpradhanbjp) July 18, 2020ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବା ପାଇଁ ପଡିବ ଓ କରୋନା ଟୀକା ତିଆରି ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଜରୁରୀ। ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳି ପାରିବ ବୋଲି ମୋର ଦୃଢ ବିଶ୍ୱାସ । pic.twitter.com/2IKoBSW8cO
— Dharmendra Pradhan (@dpradhanbjp) July 18, 2020
ତେବେ ଓଡିଶାରେ ଦିନକୁ ଦିନ କୋରୋନା ସ୍ଥିତି ସାଙ୍ଘାତିକ ହେଉଛି । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ, 3 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 394 କ୍ବାରେଣ୍ଟାଇନ ସେଣ୍ଟର ଓ 197 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 16701କୁ ବୃଦ୍ଧି ପାଇଛି । ସେପଟେ ମୃତକଙ୍କ ସଂଖ୍ୟା 86 ଛୁଇଁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ