ETV Bharat / bharat

ସାବରିମାଳାରେ ଜମୁଛି ଆୟାପ୍ପା ଭକ୍ତଙ୍କ ଭିଡ - kerala news

ସାବରିମାଳାରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଆଜି ଭୋରୁ ପ୍ରଭୁଙ୍କ ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଛି। ଆଗକୁ ପଢନ୍ତୁ...

ସାବରିମାଳା ମନ୍ଦିର
author img

By

Published : Nov 18, 2019, 1:07 PM IST

ଥିରୁଅନନ୍ତପୁରମ: ଆୟାପ୍ପା ସ୍ବାମୀଙ୍କ ଦର୍ଶନ ପାଇଁ ସାବରିମାଳାରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ। ଶନିବାର ସଂଧ୍ୟାରେ ଖୋଲିଥିଲା ମନ୍ଦିର। ଦେଶର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଶ୍ରଦ୍ଧାଳୁ । ଆଜି ଭୋରୁ ପ୍ରଭୁଙ୍କ ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଛି।

ସାବରିମାଳା ମନ୍ଦିର
image
ସାବରିମାଳା ମନ୍ଦିର

ଆଜି ମଣ୍ଡଳ ପୂଜା ନେଇ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଅନେକ ଦୂରରୁ ଭକ୍ତ ଚାଲିଚାଲି ମନ୍ଦିରରେ ପହଞ୍ଚିଥିବା ଦେଖାଯାଇଛି। ଭିଡକୁ ଆଖିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୂଜପାଠ ପରେ ଏକାଠି ଖାଦ୍ୟ ରାନ୍ଧି ଖାଇଛନ୍ତି ଶ୍ରଦ୍ଧାଳୁ।

image
ସାବରିମାଳା ମନ୍ଦିର
image
ସାବରିମାଳା ମନ୍ଦିର

ଏତେ ବର୍ଷର ପରମ୍ପରାକୁ ବଦାଳାଇ ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ଗୋଟିଏ ପଟେ ଅନେକ ବର୍ଷରୁ ରହିଥିବା ପରମ୍ପରା ବଜାୟ ରହୁବୋଲି ଶ୍ରଦ୍ଧାଳୁ କହୁଥିବା ବେଳେ ସେପଟେ ମହିଳା ସାମାଜିକ କାର୍ଯ୍ୟକର୍ତ୍ତା ମନ୍ଦିରରେ ପ୍ରବେଶ ନେଇ ଦେଇଛନ୍ତି ଓଲଟା ମନ୍ତବ୍ୟ । କିନ୍ତୁ ପ୍ରଥମ ଦିନ ଆନ୍ଧ୍ରରୁ ଦର୍ଶନ ପାଇଁ ଆସିଥିବା କିଛି ମହିଳା ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ଏହାକୁ ନେଇ ସେପଟେ ମହିଳା ସାମାଜିକ କାର୍ଯ୍ୟକର୍ତ୍ତା ମନ୍ଦିରରେ ପ୍ରବେଶ କରିବା କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.