ETV Bharat / bharat

ଚାଷଜମିରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ - ଗୁଜୁରାଟ

ଆଧୁନିକ ଯୁଗରେ ବ୍ୟବହାର ହେଉଛି ବିଭିନ୍ନ ଧରଣର ବୈଜ୍ଞାନିକ ଜ୍ଞାନକୌଶଳ। ଏହାର ଉପଯୋଗ କରି ଚାଷୀ କମ ସମୟର ଅଧିକ ଫସଲ ଅମଳ କରିବା ସହ ଲାଭବାନ ହେଉଛି। ବର୍ତ୍ତମାନ ଚାଷୀଙ୍କ କାମକୁ ହାଲୁକା କରିବା ପାଇଁ ନିର୍ମାଣ ହୋଇଛି ଡ୍ରୋନ।

ଡ୍ରୋନର ଫଟୋ
author img

By

Published : Feb 19, 2019, 3:11 PM IST

ଅହମ୍ମଦାବାଦ: ପୂର୍ବରୁ ଚାଷୀ ହଳ ଲଙ୍ଗଳରେ ଚାଷ କରି ଜମିରେ ସୁନା ଫଳାଉଥିଲେ। ଆଉ ଭଲ ଫସଲ ପାଇଁ ଚାଷୀ ତା ଜମିରେ ହାଡଭଙ୍ଗା ପରିଶ୍ରମ କରିଥାଏ। ହେଲେ ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ମାନସିକତା । ଆଉ ଆଧୁନିକ ଯୁଗରେ ବ୍ୟବାହର ହେଉଛି ବିଭିନ୍ନ ବୈଜ୍ଞାନିକ ଜ୍ଞାନକୌଶଳ । ଏହାର ଉପଯୋଗ କରି ଚାଷୀ କମ ସମୟର ଅଧିକ ଫସଲ ଅମଳ କରିବା ସହ ଲାଭବାନ ହେଉଛି । ବର୍ତ୍ତମାନ ଚାଷୀଙ୍କ କାମକୁ ହାଲୁକା କରିବା ପାଇଁ ନିର୍ମାଣ ହୋଇଛି ଡ୍ରୋନ ।

ତେବେ ଚାଷୀଙ୍କ କାମକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ଏକ ଅଜବ ଡ୍ରୋନ । ଗୁଜୁରାଟର ଦୁଇ ଯୁବ ଇଞ୍ଜିନିୟର ଦେବାଂଶ ଆଚାର୍ଯ୍ୟ ଏବଂ ଶ୍ରେୟ ଦଲୱାଡି ନିର୍ମାଣ କରିଛନ୍ତି ଏହି ଡ୍ରୋନ। ଜମିରେ ଫସଲ ଆରମ୍ଭ ହେବା ପରେ ଏହି ଡ୍ରୋନ ଆପଣଙ୍କ ଜମି ଉପରେ ରଖିବ କଡା ନଜର । ଏଥିରେ ଲାଗିଥିବା ହାଇକ୍ୱାଲିଟି କ୍ୟାମେରା ଧାନର ମୂଳରୁ ପତ୍ର ପର୍ଯ୍ୟନ୍ତ ନଜର ରଖିବ। ଏହାଦ୍ୱାରା ଆପଣ ଫସଲର ସ୍ଥିତି ସମ୍ପର୍କରେ ଜାଣିପାରିବେ।

ଏହି ଦୁଇ ଇଞ୍ଜିନିୟର ପ୍ରଥମେ ଡ୍ରୋନଟି କାର୍ଯ୍ୟକାରୀ ହେଉଛି କି ନାହିଁ ଚାଷ ଜମିରେ ପରୀକ୍ଷା କରି ଦେଖିଥିଲେ । ଡ୍ରୋନରେ ଲାଗିଥିବା ମଲଟିସ୍ପେକ୍ଟ୍ରମ କ୍ୟାମେରାର ବ୍ୟବହାର କରାଯାଇଛି । ଧାନ କିଆରରି କୋଣକୋଣର ଡାଟା ରଖିପାରିବ ଏହି ଡ୍ରୋନ। ତେବେ ଦେବାଂଶଙ୍କ କହିବା ଅନୁସାରେ, ପ୍ରଥମେ ଆମେ ଚାଷୀଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲୁ । ଆଉ ତାଙ୍କୁ କେଉଁ ଉପାୟରେ ସହାୟତା କରାଯାଇ ପାରିବେ ସେ ବିଷୟରେ ଚିନ୍ତା କରିଥିଲୁ । ଶେଷରେ ଏହି ଡ୍ରୋନ ନିର୍ମାଣ କରିବା ବୁଦ୍ଧି ଆସିଥିଲା । ଆଉ ଏଥିଲାଗି ଆମେ ନୂଆ ସଫ୍ଟୱେର ମଧ୍ୟ ତିଆରି କରିଥିଲୁ ।

undefined

Intro:Body:

ଚାଷଜମିରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ 

ଅହମଦାବାଦ: ପୂର୍ବରୁ ଚାଷୀ ହଳ ଲଙ୍ଗଳରେ ଚାଷ କରି ଜମିରେ ସୁନା ଫଳାଉଥିବା । ଆଉ କିଛି ଦିନ ପରେ ଟ୍ରାକ୍ଟର । ଆଉ ଭଲ ଫସଲ ପାଇଁ ଚାଷୀ ତା ଜମିରେ ଜଗି ବସିଥାଏ । ହେଲେ ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ମାନସିକତା । ଆଉ ଆଧୁନିକ ଯୁଗରେ ବ୍ୟବାହର ହେଉଛି ବିଭିନ୍ନ ବୈଜ୍ଞାନିକ ଜ୍ଞାନକୌଶଳ । ଏହାର ଉପଯୋଗ କରି ଚାଷୀ କମ ସମୟର ଅଧିକ ଫସଲ ଅମଳ କରିବା ସହ ଲାଭବାନ ହେଉଛି । ବର୍ତ୍ତମାନ ଚାଷୀଙ୍କ କାମକୁ ହାଲୁକା କରିବା ପାଇଁ ନିର୍ମାଣ ହୋଇଛି ଡ୍ରୋନ । 

ତେବେ ଚାଷୀଙ୍କ କାମକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ଏକ ଅଜବ ଡ୍ରୋନ । ଗୁଜୁରାଟର ଦୁଇ ଯୁବ ଇଞ୍ଜିନିୟର ଦେବାଂଶ ଆଚାର୍ଯ୍ୟ ଏବଂ ଶ୍ରେୟ ଦଲୱାଡି ନିର୍ମାଣ କରିଛନ୍ତି ଏହି ଡ୍ରୋନ। ଜମିରେ ଫସଲ ଆରମ୍ଭ ହେବା ପରେ ଏହି ଡ୍ରୋନ ଆପଣଙ୍କ ଜମି ଉପରେ ରଖିବ କଡା ନଜର । ଏଥିରେ ଲାଗିଥିବା ହାଇକ୍ବାଲିଟି କ୍ୟାମେରା ଧାନର ମୂଳରୁ ପତ୍ର ପର୍ଯ୍ୟନ୍ତ ନଜର ରଖିବ । ଏହାଦ୍ବାରା ଆପଣ ଫସଲର ସ୍ଥିତି ଜାଣିପାରିବେ ।  

ଏହି ଦୁଇ ଇଞ୍ଜିନିୟର ପ୍ରଥମେ ଡ୍ରୋନଟି କାର୍ଯ୍ୟକାରୀ ହେଉଛି କି ନାହିଁ ଚାଷ ଜମିରେ ପରୀକ୍ଷା କରି ଦେଖିଥିଲେ । ଡ୍ରୋନରେ ଲାଗିଥିବା ମଲଟିସ୍ପେକ୍ଟ୍ରମ କ୍ୟାମେରାର ବ୍ୟବହାର କରାଯାଇଛି । ଧାନ କିଆରରି କୋଣକୋଣର ଡାଟା ରଖିପାରିବ ଏହି ଡ୍ରୋନ। ତେବେ ଦେବାଂଶଙ୍କ କହିବା ଅନୁସାରେ, ପ୍ରଥମେ ଆମେ ଚାଷୀଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲୁ । ଆଉ ତାଙ୍କୁ କେଉଁ ଉପାୟରେ ସହାୟତା କରାଯାଇ ପାରିବେ ସେ ବିଷୟରେ ଚିନ୍ତା କରିଥିଲୁ । ଶେଷରେ ଏହି ଡ୍ରୋନ ନିର୍ମାଣ କରିବା ବୁଦ୍ଧି ଆସିଥିଲା । ଆଉ ଏଥିଲାଗି ଆମେ ନୂଆ ସଫ୍ଟୱେର ମଧ୍ୟ ତିଆରି କରିଥିଲୁ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.