ETV Bharat / bharat

କୋରୋନା ଆତଙ୍କ: ମାର୍ଚ୍ଚ 16ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କରତାରପୁର କରିଡର - କୋରୋନା ଭାଇରସ ପ୍ରସାରକୁ ନିୟନ୍ତ୍ରଣ

କୋରୋନା ଭାଇରସ ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚ 16 ରାତି 12ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଞ୍ଜାବର ଶ୍ରୀ କରତାରପୁର କରିଡର ବନ୍ଦ ରହିବ । ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା....

ମାର୍ଚ୍ଚ 16 ଯାଏ ସ୍ଥଗିତ ରହିବ ଶ୍ରୀ କରତାରପୁର କରିଡର

author img

By

Published : Mar 15, 2020, 11:27 AM IST

ନୂଆଦିଲ୍ଲୀ: ସାରା ବିଶ୍ବକୁ ଗ୍ରାସ କରୁଛି କୋରୋନା । ଭୟରେ ବିଶ୍ବବାସୀ । ବର୍ତ୍ତମାନ ଧିରେ ଧିରେ ଭାରତରେ ବିସ୍ତାର କଲାଣି କୋଭିଡ-19 । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପକ୍ଷରୁ ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରିଦିଆଯାଇଛି । ସେହିପରି ଗୃହମନ୍ତ୍ରାଳୟ ପକ୍ଷରୁ ପଞ୍ଜାବର ଶ୍ରୀ କରତାରପୁର କରିଡରକୁ କିଛିଦିନ ପାଇଁ ବନ୍ଦ କରିବାକୁ ଘୋଷଣା କରାଯାଇଛି ।

sri kartarpur sahib corridor closed
ମାର୍ଚ୍ଚ 16 ଯାଏ ସ୍ଥଗିତ ରହିବ ଶ୍ରୀ କରତାରପୁର କରିଡର

କୋରୋନା ଭାଇରସ ଭଳି ରୋଗର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀ କରତାରପୁର ସାହେବ ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ପଞ୍ଜୀକରଣ ମାର୍ଚ୍ଚ 16 ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.