ETV Bharat / bharat

ଫଡନାଭିସଙ୍କ ବୈଠକ, ଖାଲି ପଡ଼ିଲା ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାରଙ୍କ ଆସନ - ଅଜିତ ପାୱାର ଆସିଲେନି ଫଡନାଭିସଙ୍କ ବୈଠକକୁ

ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିବା ପରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ତ ରହିଥିଲେ ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖ ସିଟ୍‌ ଉପମୁଖ୍ୟମନ୍ତ୍ରୀ ଆସନ ଖାଲି ପଡିଥିଲା । ବୈଠକରେ ଅଜିତ ପାୱାର ଅନୁପସ୍ଥିତ ରହିଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 25, 2019, 10:14 PM IST

ମୁମ୍ବାଇ: ସୋମବାର ମହାରାଷ୍ଟ୍ରରେ ରାଜନୈତିକ ପାଣିପାଗ ଘନଘନ ବଦଳିବାରେ ଲାଗିଥିଲା । ବହୁମତ ପାଇଁ ପାଗଭିଡା ଜାରି ରହିଥିବା ବେଳେ ସିଏମ ଦେବେନ୍ଦ୍ର ଫଡନାଭିସ ନିଜ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ଏହାସହ ଏକ ବୈଠକ ମଧ୍ୟ ରଖିଥିଲେ । ମାତ୍ର ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିବା ପରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ତ ରହିଥିଲେ ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖ ସିଟ୍‌ ଉପମୁଖ୍ୟମନ୍ତ୍ରୀ ଆସନ ଖାଲି ପଡିଥିଲା । ବୈଠକରେ ଅଜିତ ପାୱାର ଅନୁପସ୍ଥିତ ରହିଥିଲେ ।

deputy-chief-minister-of-maharashtra-ajit-pawar-trackless-from-meeting
ଫଟୋ ସୌଜନ୍ୟ: ଏଏନଆଇ

ସୋମବାର ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ବିଶ୍ବ ବ୍ୟାଙ୍କ ପ୍ରତିନିଧିଙ୍କ ସହ ପୂର୍ବ ପ୍ରସ୍ତାବିତ ଏକ ବୈଠକ ଆୟୋଜିତ କରାଯାଇଥିଲା । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନରେ ସୁଧାର ଓ ବନ୍ୟା, ମରୁଡି ପ୍ରବନ୍ଧନ ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଥିଲା । ମାତ୍ର ଏହି ବୈଠକରେ ଅଜିତଙ୍କ ଅନୁପସ୍ଥିତି ଚର୍ଚ୍ଚା ପ୍ରସଙ୍ଗ ପାଲଟିଛି । ମୁଖ୍ୟମନ୍ତ୍ରୀ ଭାବରେ ଜିତ୍‌ ଦେଇଥିବା ଅଜିତଙ୍କ ଗାଏବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଫଟୋ ସୌଜନ୍ୟ: ଟ୍ବିଟର@CMOMaharashtra

ଏହାସହ ସୋମବାର ଫଡ଼ନାଭିସ ଅଦିନିଆ ବର୍ଷାରେ ପ୍ରଭାବିତ କୃଷକଙ୍କ ଲାଗି ୫,୩୮୦ କୋଟିର ଫଣ୍ଡକୁ ଅନୁମତି ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ସଂଧ୍ୟାରେ ମୁମ୍ବାଇ ମୁମ୍ବାଇର ଗ୍ରାଣ୍ଡ୍‌ ହାୟତ ହୋଟେଲରେ ଶିବସେନା -ଏନସିପି-କଂଗ୍ରେସ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ ହୋଇଛି । ଏହାସହ ଏଠାରେ 162 ବିଧାୟକ ଦଳ ନ ବଦଳାଇବା ପାଇଁ ଶପଥ ନେଇଛନ୍ତି ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.