ETV Bharat / bharat

ଦିଲ୍ଲୀରେ ବଢୁଛି କଣ୍ଟେନମେଣ୍ଟ ଜୋନ, 89 ଅଞ୍ଚଳ ଅନ୍ତର୍ଭୁକ୍ତ

ଦିଲ୍ଲୀ ସରକାର ଆଉ 2 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ବର୍ତ୍ତମାନ 89 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହୋଇଛି ।

author img

By

Published : Apr 23, 2020, 11:01 AM IST

cotainment zone
ଦିଲ୍ଲୀରେ 89 ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଥମିବାର ନା ନେଉନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଉ 2 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ବର୍ତ୍ତମାନ 89 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହୋଇଛି ।

ବୁଧବାର ଘୋଷିତ ହୋଇଥିବା 2 ନୂଆ ଅଞ୍ଚଳ ହେଉଛି ଦିଲ୍ଲୀର କମ୍ପା କୋଲା ଛକ ଏବଂ ଦକ୍ଷିଣ ଜିଲ୍ଲାର ଏଫ୍-313 ଏବଂଏଫ୍-274 ଲାଡୋ ସାରାଇ ।

ପ୍ରକାଶ ଥାଉକି, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2248ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1476 ଆକ୍ଟିଭ, 724 ସୁସ୍ଥ ଏବଂ 48 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.