ETV Bharat / bharat

ଆଉ 2 ଦିନ ସାଙ୍ଘାତିକ ହେବ ଦିଲ୍ଲୀର ବାୟୂ ପ୍ରଦୂଷଣ - cpbc

ଲଗାତାର ଭାବେ ଦିଲ୍ଲୀ ବାୟୂ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । AQI ଅନୁସାରେ ଆଜି 338 ରହିଛି ବାୟୁ ସ୍ତର । ଅଧିକ ପଢନ୍ତୁ...

ଆଉ 2 ଦିନ ସାଙ୍ଘାତିକ ହେବ ଦିଲ୍ଲୀର ବାୟୂ ପ୍ରଦୂଷଣ

author img

By

Published : Oct 24, 2020, 3:17 PM IST

ନୂଆଦିଲ୍ଲୀ: ସାଙ୍ଘାତିକ ସ୍ତରରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ଯାହାର ପ୍ରଭାବ ରାଜଧାନୀବାସୀଙ୍କ ଉପରେ ଦେଖିବାକୁ ମିଳିଛି । ଏକ୍ସପର୍ଟଙ୍କ ଅନୁସାରେ ଆସନ୍ତା 2 ଦିନ ପ୍ରଦୂଷଣର ମାତ୍ରା ଆହୁରି ବଢିବାର ଆଶଙ୍କା ରହିଛି । ପବନର ଗତିରେ ସୁଧାର ଆସିବାର କୌଣସି ଆଶଙ୍କା ନାହିଁ । ଗତ ବର୍ଷ ଅପେକ୍ଷା ଚଳିତବର୍ଷ 15 ରୁ 20 ପ୍ରତିଶତ ବାୟୁ ପ୍ରଦୂଷଣ ମାତ୍ରା ବଢିପାରେ ।

ସିପିବିସିର ତଥ୍ୟ ଅନୁସାରେ, ଆଜି (ଶନିବାର) ଆଇଟିଓରେ ବାୟୁ ଗୁଣବତ୍ତା ସୂଚକାଙ୍କ 338ରହିଛି । ଆଲିପୁର, ମୁଣ୍ଡକ ଓ ଓ୍ବାଜିରପୁରରେ ଗମ୍ଭୀର ଶ୍ରେଣୀରେ ଅଛି ବାୟୁ ସ୍ତର ।

ଯାହା ଦ୍ବାରା ଲୋକଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ସୃଷ୍ଟି କରୁଛି । ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ କରୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ପୂର୍ବରୁ ନିଃଶ୍ବାସ ନେବାରେ କୌଣସି ଅସୁବିଧା ନହେଉଥିବାବେଳେ, ବର୍ତ୍ତମାନ 2 ସପ୍ତାହ ହେବ ବହୁ ଅସୁବିଧା ପରିଲକ୍ଷିତ ହେଉଛି ।

ତେବେ ଅତ୍ୟଧିକ ଯାନବାହାନ ଚଳାଚଳ ସହ ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ଅତ୍ୟଧିକ ପାରୋଲି ଜାଣିବାରୁ ବାୟୁ ପ୍ରଦୂଷଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.