ETV Bharat / bharat

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ଆଜି ଦିଲ୍ଲୀରେ ‘ଫୁଲ ଡ୍ରେସ ରିହର୍ସଲ’

ଦିଲ୍ଲୀରେ 70ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏନେଇ ଆଜି(ଗୁରୁବାର) ଫୁଲ୍ ଡ୍ରେସ ରିହର୍ସଲ ପରେଡ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

author img

By

Published : Jan 23, 2020, 6:42 AM IST

r full dress parade rehearsals
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀରେ 70ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜି(ଗୁରୁବାର) ଫୁଲ୍ ଡ୍ରେସ ରିହର୍ସଲ ପରେଡ ଅନୁଷ୍ଠିତ ହେବ । ଏହି ପରେଡକୁ ଦୃଷ୍ଟିରେ ରଖି ଦିଲ୍ଲୀର ଅନେକ ରୁଟରେ ଯାତାୟତ ବ୍ୟବସ୍ଥା ବନ୍ଦ ରହିବ । ଏହାର ସୂଚୀ ଦିଲ୍ଲୀ ପୋଲିସ ପ୍ରକାଶ କରିଛି ।

ବିଜୟଚୌକ, ରାଜପଥ, ତିଲକମାର୍ଗ, ବାହାଦୂରଶାହା ଜଫର ମାର୍ଗ, ନେତାଜୀ ସୁଭାଷ ମାର୍ଗରେ ଯାତାୟତ ବନ୍ଦ ରହିବ । ଅନ୍ୟପକ୍ଷେ ଫୁଲ ଡ୍ରେସ ରିହର୍ସଲ ପରେଡ ସମୟରେ କେନ୍ଦ୍ର ସଚିବାଳୟ ସହ 2ଟି ମେଟ୍ରୋ ଷ୍ଟେସନ ସକାଳୁ ବନ୍ଦ ରହିବ । ତେବେ ଏଥିପାଇଁ 22 ଜାନୁଆରୀ ରାତି 11ଟାରୁ ସମସ୍ତ ରାସ୍ତା ବନ୍ଦ କରାଯାଇଥିଲା । ଅନ୍ୟପକ୍ଷେ 26 ଜାନୁଆରୀରେ ମଧ୍ୟ ଅନେକ ମେଟ୍ରୋ ଷ୍ଟେସନ ବନ୍ଦ ରହିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.