ETV Bharat / bharat

ଦିଲ୍ଲୀ ASI କୋରୋନା ଆକ୍ରାନ୍ତ

ଦିଲ୍ଲୀ ପୋଲିସର ଆସିଷ୍ଟାଣ୍ଟ-ସବ୍ ଇନ୍ସପେକ୍ଟର କୋରୋନା ଆକ୍ରାନ୍ତ । ଏନେଇ ଗତ ଗୁରୁବାର ସୂଚନା ଦେଇଛନ୍ତି ପୋଲିସ ।

author img

By

Published : Apr 17, 2020, 10:34 AM IST

delhi asi corona positive
ଦିଲ୍ଲୀ ASI କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଆସିଷ୍ଟାଣ୍ଟ-ସବ୍ ଇନ୍ସପେକ୍ଟର କୋରୋନା ଆକ୍ରାନ୍ତ । ଏନେଇ ଗତ ଗୁରୁବାର ସୂଚନା ଦେଇଛନ୍ତି ପୋଲିସ । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଗତ ଏପ୍ରିଲ 5 ଯାଏଁ ଏଏସଆଇ ଡ୍ୟୁଟିରେ ଥିଲେ । ତେବେ ସେ ବର୍ତ୍ତମାନ ହୋମ କ୍ବାରେଣ୍ଟିନରେ ରହିଛନ୍ତି ।

ଏଥିସହ ସେ କହିଛନ୍ତି, ଏଏସଆଇ ପତ୍ନୀଙ୍କ କୋରୋନା ଲକ୍ଷଣ ପରିଲଖିତ ହୋଇଛି । ତେବେ ବର୍ତ୍ତମାନ ଦିଲ୍ଲୀରେ ବହୁ ନର୍ସ, ଡାକ୍ତରଙ୍କ ସମେତ ବହୁ ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି ।

ପ୍ରକାଶ ଥାଉକି, ଦିଲ୍ଲୀରେ ବର୍ତ୍ତମାନ ମୋଟ 1578 କୋରୋନା ଆକ୍ରାନ୍ତ ଥିବାବେଳେ 32 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହ 42 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.