ETV Bharat / bharat

ବକେୟା ଦରମା ଦାବିରେ ସାମୂହିକ ଆତ୍ମହତ୍ୟା ଧମକ ଦେଲେ 450 ଡାକ୍ତର

ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ 450 ଜଣ ଡାକ୍ତରଙ୍କୁ ଦରମା ନମିଳିବା ଅଭିଯୋଗରେ ଧାରଣାରେ ବସିଛନ୍ତି । ଡାକ୍ତରମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିବା ସହିତ ସାମୁହିକ ଆତ୍ମହତ୍ୟା ପାଇଁ ଅନୁମତି ମାଗିଛନ୍ତି ।

author img

By

Published : May 21, 2019, 10:27 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦରମା ନମିଳିବା ଅଭିଯୋଗରେ ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ 450 ଜଣ ଡାକ୍ତର ଧାରଣାରେ ବସିଛନ୍ତି ।

ଡାକ୍ତରମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିବା ସହିତ ସାମୁହିକ ଆତ୍ମହତ୍ୟା ପାଇଁ ଅନୁମତି ମାଗିଛନ୍ତି ।

ଡାକ୍ତରମାନଙ୍କୁ ଦରମାପାଇଁ ଦୁଇ ତିନିଥର ନଗର ନିଗମ ଓ ଦିଲ୍ଲୀ ସରକାରଙ୍କୁ ନେହୁରା ହେବାକୁ ପଡୁଛି ବୋଲି ଚିଠିରେ ଲେଖିଛନ୍ତି ।

ଦରମା ନ ମିଳୁଥିବାରୁ ପରିବାର ପାଳନ ପୋଷଣ କରିବା କଷ୍ଟ ହେଉଥିବା ବେଳେ ବାରମ୍ବାର କହିବା ସତ୍ତ୍ବେ କେହି ଶୁଣୁନଥିବାରୁ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.