ETV Bharat / bharat

ଆଜି ନିଷ୍ପତ୍ତି; ନିର୍ଭୟା ଦୋଷୀଙ୍କୁ କେବେ ଫାଶୀ - nirbhaya

ବୁଧବାର ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ଦୋଷୀଙ୍କ ହେବ ଅନ୍ତିମ ଫୈସଲା । କେବେ ଦିଆଯିବ ଫାଶୀ ହେବ ନିଷ୍ପତ୍ତି ।

ଆଜି ନିଷ୍ପତ୍ତି ନିର୍ଭୟା ଦୋଷୀଙ୍କୁ କେବେ ଫାସି !

author img

By

Published : Feb 4, 2020, 11:59 PM IST

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆବେଦଲ ହୋଇଥିବା ନିର୍ଭୟା ମାମଲାର ଶୁଣାଣି କରିବେ । ପୂର୍ବରୁ ପଟିଆଲା ହାଉସ କୋର୍ଟ ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ପଟିଆଲା ହାଉସ କୋର୍ଟଙ୍କ ରାୟ ବିରୋଧରେ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

କେନ୍ଦ୍ର ସରକାର ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ଦୋଷୀ ଗୋଟିଏ ପରେ ଗୋଟିଏ ଗଳା ବାଟ ବାହାର କରି ଆଇନର ଦୁରୁପଯୋଗ କରୁଛନ୍ତି । ରିଭ୍ୟୁ, କ୍ୟୁରେଟିଭ ଏବଂ ରାଜକ୍ଷମା ଆବେଦନ କରି ଆଇନ ସହ ଖେଳୁଛନ୍ତି ବୋଲି କେନ୍ଦ୍ର ଦର୍ଶାଇଛି । କେନ୍ଦ୍ରର ଏହି ମାମଲାରେ ନିର୍ଭୟାଙ୍କ ବାପା ମା ମଧ୍ୟ ପକ୍ଷଭୁକ୍ତ ଅଛନ୍ତି । ଦାୟର ହୋଇଥିବା ମାମଲାର ଜଷ୍ଟିସ ସୁରେଶ କୁମାର କାଇ ଶୁଣାଣି କରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.