ETV Bharat / bharat

ପ୍ରଦୂଷଣକୁ ନେଇ କେଜ୍ରିୱାଲ-ପ୍ରକାଶ ଜାଭେଡକର ମୁହାଁମୁହିଁ - ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ବାୟୁ ପ୍ରଦୂଷଣକୁ କମ କରିବା ପାଇଁ ଆଜି ଠାରୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି ଦିଲ୍ଲୀରେ । ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ କେଜ୍ରିୱାଲଙ୍କୁ ଘେରିଲେ ପ୍ରକାଶ ଜାଭେଡକର ।

ଫାଇଲ ଫଟୋ
author img

By

Published : Nov 4, 2019, 2:56 PM IST

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ବ୍ୟାପକ ହେବାରୁ ଆଜିଠୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଏହି ନିୟମ ସକାଳ 8ରୁ ସଂଧ୍ୟା 8ଟା ପର୍ଯ୍ୟନ୍ତ ଲାଗୁ ହେବା । ଏହା ନଭେମ୍ବର 15ପର୍ଯ୍ୟନ୍ତ ଚାଲୁ ରହିବ । ତେବେ କେବଳ ରବିବାର ବ୍ୟତୀତ ସମସ୍ତ ଦିନ 15 ଯାଏଁ ଏହି ନିୟମ ବଳବତ୍ତର ରହିବ । ଏହାକୁ ନେଇ ଦିଲ୍ଲୀ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଆଜି ପୁଣି ଥରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ପ୍ରକାଶ ଜାଭେଡକର କହିଛନ୍ତି ଆମେ ଚାଷୀଙ୍କୁ 11ଶହ କୋଟି ଟଙ୍କା ସହାୟତା ଦେଇଛୁ । ଯଦି ଦିଲ୍ଲୀ ପ୍ରଦୂଷଣ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଥାନ୍ତେ ବିଜ୍ଞାପନରେ 15ଶହ କୋଟି ଟଙ୍କା ଖର୍ଚ୍ଚ ନକରି ଚାଷୀଙ୍କୁ ସହାୟତା ଦେଇଥିଲେ ସେମାନେ ଏବେ ନଡା ପୋଡି ନଥାନ୍ତେ ବୋଲି ପ୍ରକାଶ କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ପରିବେଶ ସଂରକ୍ଷଣ ଭାରତୀୟଙ୍କ ଜୀବନରରେ ଏକ ଅଙ୍ଗ ହୋଇଛି । କିନ୍ତୁ ତାହା ବହୁଳ ବ୍ୟବହାର ହୋଇପାରି ନାହିଁ । ଏହା ଏବେ ବଡ ପ୍ରସଙ୍ଗ ହୋଇଛି । ସେ କେଜ୍ରିୱାଲଙ୍କୁ ପରାର୍ମଶ ଦେଇ କହିଛନ୍ତି ଯଦି ଦିଲ୍ଲୀ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ପଦକ୍ଷେପ ନେବେ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇବେ ।

ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରକାଶଙ୍କୁ ଦୃଢ ଜବାବ ଦେଇ କହିଛନ୍ତି କେନ୍ଦ୍ର ସରକାର ମିଛ କହୁଛନ୍ତି । ବିଜ୍ଞାପନରେ ଆମେ ମାତ୍ର 1ରୁ 2କୋଟି ଖର୍ଚ୍ଚ କରିଛୁ । ପୁରା ଉତ୍ତର ଭାରତରେ କଣ ରହିଛି ସ୍ଥିତି ନାସାର ସାଟେଲାଇଟ ଫଟୋରେ ସ୍ପଷ୍ଟ ହେଉଛି । ପୁରା ଉତ୍ତର ଭାରତରେ ଧୂଆଁର ଚାଦର ପଡିଛି । ଆମେ ଦିଲ୍ଲୀ ଜନତାଙ୍କ ସୁରକ୍ଷା ପାଇଁ ସବୁ ପଦକ୍ଷେପ ନେଉଛୁ । ଆମ ଦ୍ବାରା ଯାହା ସମ୍ଭବ ଆମେ ପ୍ରଦୂଷଣ କମ କରିବା ପାଇଁ ପଦକ୍ଷେପ ନେଉଛୁ । ଦିଲ୍ଲୀ ବାହାରୁ ଯେଉଁ ପ୍ରଦୂଷଣ ଆସୁଛି ତାକୁ ଆମେ କମ କରିପାରିବୁ ନାହିଁ । ଆମ ଦ୍ବାରା ଯୁଗ୍ମ ଅଯୁଗ୍ମ ସମ୍ଭବ ଥିଲା ଆମେ କରୁଛୁ । ଏହାଦ୍ବାରା ଦିଲ୍ଲୀରେ ଦୈନିକ 30ଲକ୍ଷ ଗାଡି ରାସ୍ତାରେ ଚାଲୁଥିବା ବେଳେ ଆଜି 15ଲକ୍ଷ ଗାଡି ଚାଲୁଛି । ଏହାଦ୍ବାରା ପ୍ରଦୂଷଣର ମାତ୍ରା କିଛି ଅଂଶରେ କମିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।

Intro:नई दिल्ली। पिछले 2 नवंबर को दिल्ली की तीस हजारी कोर्ट में वकीलों और पुलिस के बीच हुई झड़प के बाद दिल्ली की सभी निचली अदालतों में वकीलों ने काम का बहिष्कार किया है। तीस हजारी कोर्ट में वकील दिल्ली पुलिस हाय-हाय के नारे लगा रहे हैं। वकीलों का हुजूम कोर्ट परिसर में स्थित वकीलों के चैंबर को भी बंद करा रहा है।

Body:तीस हजारी कोर्ट में वकीलों के चैंबर में पहुंचे पक्षकारों को बाहर निकाल रहे हैं। वकीलों के हड़ताल को देखते हुए तीस हजारी कोर्ट के चीफ मेट्रोपोलिटन मजिस्ट्रेट आशु गर्ग ने दिल्ली की तीनों जेलों में बंद विचाराधीन कैदियों की रिमांड पर सुनवाई करने के लिए ड्यूटी मजिस्ट्रेट की तैनाती की है। ये ड्यूटी मजिस्ट्रेट जेल जाकर ही कैदियों के रिमांड पर सुनवाई करेंगे। तिहाड़ जेल के जेल नंबर 1,3, 8 और 9 के विचाराधीन कैदियों के रिमांड पर तीस हजारी कोर्ट के ड्यूटी मजिस्ट्रेट सुनवाई करेंगे। तिहाड़ जेल के जेल नंबर 2, 4,5,6 और 7 के विचाराधीन कैदियों के रिमांड पर द्वारका कोर्ट के ड्यूटी मजिस्ट्रेट सुनवाई करेंगे। वहीं रोहिणी की सभी जेलों के विचाराधीन कैदियों के रिमांड पर सुनवाई करने के लिए रोहिणी कोर्ट के ड्यूटी मजिस्ट्रेट की तैनाती की गई है। मंडोली जेल के सभी जेलों के विचाराधीन कैदियों के रिमांड पर सुनवाई करने के लिए कड़कड़डूमा कोर्ट के दो ड्यूटी मजिस्ट्रेट की तैनाती की गई है।

Conclusion:कड़कड़डूमा कोर्ट में भी वकीलों ने पूरे तरीके से काम का बहिष्कार किया है। साकेत कोर्ट में भी वकील नारे लगा रहे हैं और किसी को कोर्ट में घुसने नहीं दे रहे हैं।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.