ETV Bharat / bharat

ଗମ୍ଭୀର ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ

author img

By

Published : Nov 24, 2019, 1:49 AM IST

ଦିଲ୍ଲୀ ପ୍ରଦୂଷଣ ମୁଣ୍ଡ ବିନ୍ଧାର କାରଣ ହେଲାନି । ଶନିବାର ମଧ୍ୟ AQI ସ୍ତର 326 ରହିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏଯାଏଁ ମଧ୍ୟ କମିବାର ନାଁ ନେଉନି । ଶନିବାର ଏହାର AQIର ମାତ୍ରା 326 ରହିଥିଲା । ଲୋଧି ରୋଡଠାରେ ଏହାର ମାତ୍ରା 317 ଥିବା ବେଳେ ଚାନ୍ଦିନୀଚୌକରେ 346 ରହିଥିଲା ।

ପ୍ରଦୂଷଣ କାରଣରୁ ଦିଲ୍ଲୀରେ ହେବାକୁ ମାରାଥନକୁ ମଧ୍ୟ ବାତିଲ କରାଯାଇଛି । ସାଇକେଲିଂ କରିବା ସମୟରେ ନିଶ୍ବାସ ନେବାରେ କଷ୍ଟ ହେଉଛି ବୋଲି କହିଛନ୍ତି ଦିଲ୍ଲୀ ବାସିନ୍ଦା । ଦିଲ୍ଲୀ ନୋଏଡାରେ PM10ର ମାତ୍ରା 291 ଥିବା ବେଳେ PM2.5ର ମାତ୍ରା ମଧ୍ୟ 291 ରହିଛି । SAFARର ରିପୋର୍ଟ ଅନୁସାରେ, ବସୁନ୍ଧରା, ଗାଜିଆବାଦରେ AQI 196 ରହିଛି ।

ପ୍ରତିବର୍ଷ ଶୀତଦିନରେ ଉତ୍ତରଭାରତର ପ୍ରାୟ ରାଜ୍ୟ ବାୟୁ ପ୍ରଦୂଷଣର ଶିକାର ହୋଇଥାନ୍ତି । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶର ଫସଲ ଜଳାଇବା କାରଣରୁ ଏହି ସମସ୍ୟା ହୋଇଥାଏ ।

Intro:Body:

ss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.