ETV Bharat / bharat

ମିଛ କହିବାରେ କେଜ୍ରିୱାଲଙ୍କୁ ମିଳିବ ପ୍ରଥମ ପୁରସ୍କାର: ଅମିତ ଶାହ - ମିଛ କହିବାରେ କେଜ୍ରିୱାଲ

ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ପ୍ରଚାର ରାଲିରେ କହିଛନ୍ତି ଯେ, ଯଦି ମିଛ କହିବାରେ କୌଣସି ପ୍ରତିଯୋଗିତା ହୁଏ ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ପୁରସ୍କାର ମିଳିବା ନିଶ୍ଚିତ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jan 31, 2020, 10:55 AM IST

ନୂଆଦିଲ୍ଲୀ: ପ୍ରଚାରରେ ଚାଲିଛି ପ୍ରହାର । ଦିଲ୍ଲୀବାସୀଙ୍କ ଦିଲ୍‌ ଜିତି ଭୋଟ ହାତେଇବା ପାଇଁ ଚାଲିଛି ଜୋରଦାର କସରତ । ହାଇଭୋଲଟେଜ ଲଢେଇ ପାଇଁ ଦିଲ୍ଲୀର ଗଳି କନ୍ଦିରେ ହେଭିୱେଟଙ୍କ ଗହଳି । 2020ରେ ବିଜେପି, ଆପ୍‌ ଓ କଂଗ୍ରେସ ମଧ୍ୟରେ ବିଗ୍‌ ଫାଇଟ । ଫେବୃଆରୀ 8 ତାରିଖରେ ଭୋଟ ପଡିବ ତା ପୂର୍ବରୁ ଚାଲିଥିବା ପ୍ରଚାର ଅଭିଯାନରେ ପରସ୍ପର ଗୋହୀ, ଦୋଷ ଦୁର୍ବଳତା, ଠକାମୀର ପେଡି ଖୋଲୁଛନ୍ତି ନିଜ ଭାଷଣ ମାଧ୍ୟମରେ ଦଳୀୟ ନେତ ଏବଂ ପ୍ରାର୍ଥୀ । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ପ୍ରଚାର ରାଲିରେ କହିଛନ୍ତି ଯେ, ଯଦି ମିଛ କହିବାରେ କୌଣସି ପ୍ରତିଯୋଗିତା ହୁଏ ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ପୁରସ୍କାର ମିଳିବା ଏକପ୍ରକାର ନିଶ୍ଚିତ ।

ଗୁରୁବାର ଛତରପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବ୍ରହ୍ମା ସିଂହଙ୍କ ସମର୍ଥନରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ଏହି ଜନସଭାରେ ଅମିତ ଶାହ ଜନତାଙ୍କୁ ସମ୍ବୋଧିତ କରି କେନ୍ଦ୍ର ସରକାର ସିଏଏ, ରାମ ମନ୍ଦିର, ଧାରା 370, ଟ୍ରିପଲ ତଲାକ ହଟାଇଛନ୍ତି । ଦିଲ୍ଲୀର 1731 କଲୋନୀକୁ ପାସ କରି 40 ଲକ୍ଷ ଲୋକଙ୍କୁ ସେମାନଙ୍କ ମାଲିକାନା ହକ୍‌ ପ୍ରଦାନ କରିଛନ୍ତି । ମୋଦି ସରକାରଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେପିକୁ ଭୋଟ ଦେଇ ଦିଲ୍ଲୀରେ ବିଜେପି ସରକାରକୁ ଜିତାଇବା ପାଇଁ କହିଛନ୍ତି ।

ମିଛ କହିବାରେ କେଜ୍ରିୱାଲଙ୍କୁ ମିଳିବ ପ୍ରଥମ ପୁରସ୍କାର: ଅମିତ ଶାହ

ଜନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି ସେ । ଆପ୍‌ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇବା ରାଜନୀତି କରିଛି । ଦିଲ୍ଲୀରେ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଛି ଆପ୍‌ । କେଜ୍ରିୱାଲ ସରକାର ଜନତାଙ୍କୁ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇନାହିଁ । ଆନ୍ନା ହଜାରେଙ୍କ ଉଦାହରଣ ଦେଇ ଅମିତ ଶାହ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ନିଜ ଗୁରୁଙ୍କୁ ଧୋକା ଦେଇପାରେ ସେ କାହାର ବି ନିଜର ହୋଇପାରିବ ନାହିଁ ।

ଯଦି ମିଛ କହିବା ପାଇଁ କୌଣସି ଆୱାର୍ଡ ରହିଥାନ୍ତି, ତାହେଲେ କେଜ୍ରିୱାଲଙ୍କୁ ପ୍ରଥମ ପୁରସ୍କାର ମିଳନ୍ତା। ପରୋକ୍ଷରେ ସେ କେଜ୍ରିୱାଲଙ୍କୁ ଏକ ନମ୍ବର ମିଛୁଆ ବୋଲି କହିଛନ୍ତି।

Intro:छत्तरपुर विधानसभा से बीजेपी प्रत्याशी ब्रह्मसिंह तंवर के चुनाव प्रचार में गृहमंत्री अमित शाह पहुंचे. इस रैली में बीजेपी सांसद रमेश विधूड़ी भी मौजूद रहें. अमित शाह ने इस रैली के जरिए केजरीवाल पर जमकर हमला बोला.Body:नई दिल्ली- गृह मंत्री अमित शाह छत्तरपुर विधानसभा क्षेत्र पहुंचे. उन्होंने बीजेपी उम्मीदवार ब्रह्मसिंह तंवर के समर्थन में सभा की और वोट अपील की. अमित शाह ने सभा को संबोधित करते हुए कहा कि CAA, राम मंदिर, धारा 370, तीन तलाक और दिल्ली की 1731 कॉलोनियों को पास कर 40 लाख आबादी को मालिकाना हक दिया है. मोदी सरकार ने एतिहासिक फैसले लिए है मोदी सरकार के हाथ मजबूत करने के लिए बीजेपी को वोट करें और यहां भी बीजेपी की सरकार बनाएं.

Conclusion:केजरीवाल जुठ बोलनें में नम्बर वन
गृहमंत्री अमित शाह ने केजरीवाल सरकार पर जमकर हमला बोला. उन्होंने कहा केजरीवाल सरकार ने सिर्फ गुमराह करने की राजनीति की है. दिल्ली में जुठे वादे करके सरकार बनाई. एक भी वादा पूरा नहीं किया केजरीवाल सरकार ने. उन्होनें अन्ना हजारे की जिक्र करते हुए कहा कि जो अपने गुरु को धोखा दे सकता है वह किसी का सगा कैसे हो सकता है. साथ ही अमित शाह ने केजरीवाल पर तंज कसते हुए कहा कि अगर जुठ बोलने का अवार्ड होता तो केजरीवाल को एक नम्बर का आवर्ड मिलता.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.