ETV Bharat / bharat

ଶରଜିଲ ଇମାମ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ କୋର୍ଟ

ଜେଏନ୍‌ୟୁର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା । ସୋମବାର ଶରଜିଲଙ୍କ ଜାମିନ ଆବେଦନକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଖାରଜ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 5, 2020, 1:28 AM IST

sharjeel-imam
sharjeel-imam

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା । ସୋମବାର ଶରଜିଲଙ୍କ ଜାମିନ ଆବେଦନକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଖାରଜ କରିଛନ୍ତି ।

ଶରଜିଲ ତାଙ୍କ ତାଙ୍କ ଜାମିନ ଆବେଦନପତ୍ରରେ ଦାବି କରିଛନ୍ତି ଯେ ଗିରଫ ହେବା ପରେ ସଠିକ ଭାବରେ ଓ ନିୟମ ଅନୁଯାୟୀ 90 ଦିନ ମଧ୍ୟରେ ପୋଲିସ ତଦନ୍ତ ସମ୍ପୂର୍ଣ୍ଣ କରିପାରିନାହାଁନ୍ତି ।

ସୂଚନା ଯେ, ଶରଜିଲଙ୍କୁ ଜାନୁଆରୀ 28 ତାରିଖରେ ଗିରଫ କରାଯାଇଥିଲା । ତଦନ୍ତ ପାଇଁ ଆଇନ ଅନୁଯାୟୀ 90 ଦିନର ଅବଧି ଏପ୍ରିଲ 12 ତାରିଖରେ ଶେଷ ହୋଇଥିଲା । ଏହି ତାରିଖ ସୁଦ୍ଧା ତଦନ୍ତ ଶେଷ ହୋଇ ନାହିଁ ଏବଂ ଅଭିଯୁକ୍ତଙ୍କୁ ଜାମିନରେ ପ୍ରଦାନ କରିବାର ଅଧିକାର ରହିଛି । ବେଲ ଆବେଦନପତ୍ରରେ ଏହା ଉଲ୍ଲେଖ କରାଯାଇଥିଲା । ଇମାମ ବର୍ତ୍ତମାନ ଗୌହଟୀର ଏକ ଜେଲରେ ଅଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.