ETV Bharat / bharat

ଦିଲ୍ଲୀ ଏମ୍ସ ଡାକ୍ତର କୋରୋନା ପଜିଟିଭ - coronavirus

ଦିଲ୍ଲୀ ଏମ୍ସ ଡାକ୍ତର କୋରୋନା ପଜିଟିଭ । ପୂର୍ବରୁ ଡାକ୍ତର ଦମ୍ପତି ହୋଇଥିଲେ ପଜିଟିଭ । ଅଧିକ ପଢନ୍ତୁ...

Delhi aiims docotor corona positive
ଦିଲ୍ଲୀ ଏମ୍ସ ଡାକ୍ତର କୋରୋନା ପଜିଟିଭ
author img

By

Published : Apr 2, 2020, 11:46 PM IST

ନୂଆଦିଲ୍ଲୀ: ଏବେ କୋରୋନା ଜାଲରେ ଡାକ୍ତର । ସାରା ଦେଶକୁ ଆତଙ୍କିତ କରିଥିବା କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତର । ଗୁରୁବାର ଉକ୍ତ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି ।

ପୂର୍ବରୁ ଦେଶରେ 6 ଜଣ ଡାକ୍ତରଙ୍କ ରକ୍ତ ନମୁନା ପଜିଟିଭ ଆସିଥିଲା। ସେମାନଙ୍କ ମଧ୍ୟରୁ ଦିଲ୍ଲୀ ସେଣ୍ଟ କ୍ୟାନସର ହସ୍ପିଟାଲର ଡାକ୍ତର ସାମିଲ ଥିଲେ । ଉକ୍ତ ଡାକ୍ତର ଦୁଇ ଜଣ ପତିପତ୍ନୀ ଥିଲେ । ଘଟଣା ଜଣା ପଡିବା ପରେ ବର୍ତ୍ତମାନ କ୍ୟାନସର ଓପିଡି ବନ୍ଦ କରାଯାଇଛି । ସାରା ହସ୍ପିଟାଲକୁ ସାନିଟାଇଜ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.