ETV Bharat / bharat

ଇତିହାସ ପୃଷ୍ଠାରେ ଭାରତ ସୀମାର କାହାଣୀ, ଅନୁମତି ଦେଲେ ରାଜନାଥ - ଭାରତ ସୀମାର ଇତିହାସ

ଇତିହାସ ପୃଷ୍ଠାରେ ଲେଖାଯିବ ଭାରତ ସୀମାର କାହାଣୀ । ଲେଖିବାକୁ ଅନୁମତି ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ
author img

By

Published : Sep 18, 2019, 4:16 PM IST

ନୂଆଦିଲ୍ଲୀ: ଏଣିକି ଇତିହାସ ପୃଷ୍ଠାରେ ଲେଖାଯିବ ଭାରତ ସୀମାର କାହାଣୀ । ସୀମାର ଇତିହାସ ଲେଖିବାକୁ ଅନୁମତି ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏନେଇ ମଙ୍ଗଳବାର ରାଜନାଥ ସିଂହ ସମସ୍ତ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ ।

Defense Min Rajnath Singh
Defense Min Rajnath Singh

ଉକ୍ତ ବୈଠକରେ ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ, ନେହେରୁ ମେମୋରିଆଲ ମ୍ୟୁଜିଅମ ଆଣ୍ଡ ଲାଇବ୍ରେରୀ, ଡାଇରେକ୍ଟର ଜେନେରାଲ ଅଫ୍ ଆର୍କାଇଭସ , ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ତେବେ ଏହି ଇତିହାସରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟ, କିପରି ସେ ସୀମାରେ ଥାଇ ଶତ୍ରୁ ସହ ଯୁଦ୍ଧ କରନ୍ତି, ଯବାନଙ୍କ ଡ୍ୟୁଟି ସମୟ, କେତୋଟି ସିଫ୍ଟରେ ସୀମା ଜଗନ୍ତି, ସେମାନଙ୍କ ଆଇନ, ନିୟମ, ଲୋକଙ୍କ ପ୍ରତି ନିଷ୍ଠା, ଲୋକଙ୍କ ଜନହିତ ପାଇଁ କାର୍ଯ୍ୟ କରିବା ଭଳ ତାଙ୍କର ଟିକିନିଖି ସମସ୍ତ କାହାଣୀ ଲେଖାଯିବ । ଏହାସହ ଯବାନମାନେ କିପରି ପର୍ବପର୍ବାଣୀ ପାଳନ କରନ୍ତି ଓ ସେମାନଙ୍କ ସଫଳ ବିଫଳ ସମସ୍ତ ସମ୍ପର୍କରେ ଏହି ଇତିହାସ ପୃଷ୍ଠାରେ ବର୍ଣ୍ଣିତ ହେବ । ଆଉ ଏହି ଲେଖା 2 ବର୍ଷ ମଧ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.