ETV Bharat / bharat

RSS ମାନହାନି ମକଦ୍ଦମା, ରାହୁଲଙ୍କୁ 15 ହଜାର ଜୋରିମାନା

ମୁମ୍ବାଇ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଶୁଣାଣି ହୋଇଛି । 15 ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ରାହୁଲଙ୍କୁ ଜାମିନ ମିଳିଛି ।

author img

By

Published : Jul 4, 2019, 1:21 PM IST

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ମୁମ୍ବାଇ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଶୁଣାଣି ହୋଇଛି । ଏହି ମାମାଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଗୁଆ ଜାମିନ ମିଳିଛି ।15 ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ରାହୁଲଙ୍କୁ ଜାମିନ ମିଳିଛି । ସମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲା ସହ 'ବିଜେପି-ଆରଏସଏସ ବିଚାରଧାରା'କୁ କିଛି ଦିନ ତଳେ ଯୋଡିଥିଲେ ରାହୁଲ ।

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରକାଶ ଯେ, ରାହୁଲଙ୍କ ବିରୋଧରେ ଆଏସଏସର ଜଣେ କର୍ମୀ ମାନହାନି ମୋକଦ୍ଦମା ଦାଏର କରିଥିଲେ । ଏହା ବିରୋଧରେ କୋର୍ଟକୁ ଯାଇଥିଲେ ଆରଏସଏସ କର୍ମୀ ।

ତେବେ ଜାମିନ ମିଳିବା ପରେ ରାହୁଲ ପ୍ରତିକ୍ରିୟା ଦେଇଛନ୍ତି । ଏହା ଆଦର୍ଶର ଲଡେଇ । ମୁଁ ଗରିବ ଓ ଚାଷୀଙ୍କ ସହ ସବୁବେଳେ ଠିଆ ହୋଇଛି । ମୋ ଉପରେ ବିରୋଧୀଙ୍କ ଆକ୍ରମଣ ହେଉଛି, ମଜା ମଧ୍ୟ ଲାଗୁଛି । ଗତ 5 ବର୍ଷ ମଧ୍ୟରେ ଯେମିତି ଲଢିଛି ତାଠୁ 10 ଗୁଣା ଅଧିକ ଲଢିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରାହୁଲ ଗାନ୍ଧୀ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.