ETV Bharat / bharat

ଗିନିଜ ଓ୍ବାର୍ଲ୍ଡ ରେକର୍ଡ, 5ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା - ଝଲସିଲା ଅଯୋଧ୍ୟା

ଅଯୋଧ୍ୟାର ଦୀପୋତ୍ସବ କଲା ଗିନିଜ ଓ୍ବାର୍ଲ୍ଡ ରେକର୍ଡ । 5 ଲକ୍ଷ ଦୀପରେ ଝଲସିଲା ସାରା ଅଯୋଧ୍ୟା । ଆଦିତ୍ୟନାଥଙ୍କ ଯୋଗଦାନ ପରେ ଆରମ୍ଭ ହୋଇଥିଲା ଦୀପ ଜଳା କାର୍ଯ୍ୟକ୍ରମ ।

ଡିଜାଇନ ଫଟୋ
author img

By

Published : Oct 26, 2019, 11:51 PM IST

ଅଯୋଧ୍ୟା: ଦୀପାବଳିକୁ ନେଇ ଉତ୍ସବ ମୁଖରିତ ଅଯୋଧ୍ୟା । ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଦୀପରେ ଝଲସିଲା ରାମ ନଗରୀ । ଅଯୋଧ୍ୟାର ଦୀପୋତ୍ସୋବ କାର୍ଯ୍ୟକ୍ରମ ଏବେ କରିଛି ଓ୍ବାର୍ଲ୍ଡ ରେକର୍ଡ ।

up
ଫଟୋ ସୌଜନ୍ୟ: ଇଟିଭି ଭାରତ

ରାମ ନଗରୀ ଅଯୋଧ୍ୟାର ଦୀପୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଗଦାନ ପରେ ଆରମ୍ଭ ହୋଇଥିଲା ଦୀପ ଜଳା କାର୍ଯ୍ୟକ୍ରମ । ଅଯୋଧ୍ୟାର ସରଜୁ ନଦୀ ତଟରେ ଜଳିଛି 5 ଲକ୍ଷରୁ ଊର୍ଦ୍ଧ୍ବ ଦୀପ । ଏହା ସହ ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ଗିନିଜ ଓ୍ବାର୍ଲ୍ଡ ରେକର୍ଡ କରିଛି ।

ରାମନଗରୀରେ ଦୀପବଳିକୁ ଆହୁରି ଖାସ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ଭୂମିକା ରହିଛି । ଛାତ୍ରଛତ୍ରୀଙ୍କ ଦ୍ବାରା ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ଚିତ୍ରକଳା ଆଲୋକର ପର୍ବ ଦୀପାବଳିକୁ ଆହୁରି ଆଲୋକିତ କରିଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.