ETV Bharat / bharat

ଗୁରୁତର ଶ୍ବାସକ୍ରିୟା ସମସ୍ୟାର ଚିକିତ୍ସା ପାଇଁ ଆଇଟୋଲିଜୁମାବକୁ DCGIର ଅନୁମୋଦନ - ଆଇଟୋଲିଜୁମାବକୁ DCGIର ଅନୁମୋଦନ

ଆଇଟୋଲିଜୁମାବକୁ ଅନୁମୋଦନ କଲା ଡିସିଜିଆଇ । ମଧ୍ୟରୁ ଗୁରୁତର ଶ୍ବାସକ୍ରିୟା ସମସ୍ୟା ଥିବା କୋଭିଡ-19 ରୋଗୀଙ୍କ ଜରୁରୀକାଳିନ ବ୍ୟବହାର ପାଇଁ ଏହି ଔଷଧକୁ ଅନୁମୋଦନ କରିଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ।

ଇଟୋଲିଜୁମାବକୁ DCGIର ଅନୁମୋଦନ
ଇଟୋଲିଜୁମାବକୁ DCGIର ଅନୁମୋଦନ
author img

By

Published : Jul 12, 2020, 1:58 AM IST

ନୂଆଦିଲ୍ଲୀ: ଆଇଟୋଲିଜୁମାବକୁ ଅନୁମୋଦନ କଲା ଡିସିଜିଆଇ । ମଧ୍ୟରୁ ଗୁରୁତର ଶ୍ବାସକ୍ରିୟା ସମସ୍ୟା ଥିବା କୋଭିଡ-19 ରୋଗୀଙ୍କ ଜରୁରୀକାଳିନ ବ୍ୟବହାର ପାଇଁ ଏହି ଔଷଧକୁ ଅନୁମୋଦନ କରିଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ।

କୋଭିଡ-19 କାରଣରୁ ରୋଗୀଙ୍କ ମଧ୍ୟରେ ମଧ୍ୟମରୁ ଗୁରୁତର ଶ୍ବାସକ୍ରିୟା ସମସ୍ୟା ‘ସାଇଟୋକାଇନ୍’ର ଚିକିତ୍ସା ପାଇଁ ଆଇଟୋଲିଜୁମାବ ଇଞ୍ଜେକ୍ସନକୁ ଅନୁମୋଦନ କରାଯାଇଛି। କ୍ଲିନିକାଲ୍ ପରୀକ୍ଷଣରୁ ସନ୍ତୋଷଜନକ ଫଳାଫଳ ପରେ ଔଷଧକୁ ଅନୁମୋଦନ କରାଯାଇଛି ।ଏହି ଔଷଧକୁ ପୂର୍ବରୁ ହିଁ ବାଓକୋନ୍ ଲିମିଟେଡ୍ ଦ୍ବାରା ସାଇରିଆସିସ୍ ସମସ୍ୟା ପାଇଁ ମଧ୍ୟ ଅନୁମୋଦନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଜଣେ ଅଧିକାରୀ କହିଛନ୍ତି ଯେ ଭାରତରେ କୋଭିଡ-19 ରୋଗୀଙ୍କ ଉପରେ ସନ୍ତୋଷଜନକ ପରୀକ୍ଷା କରାଯିବା ପରେ ଏମ୍ସ ସମେତ ଅନ୍ୟ ଡାକ୍ତରଖାନାର ଶ୍ବାସକ୍ରିୟା ବିଶେଷଜ୍ଞ, ଫାର୍ମାସିଷ୍ଟ ଓ ଫାର୍ମାସିଷ୍ଟଙ୍କ କମିଟି ଦ୍ବାରା ଏହି ଇଞ୍ଜେକ୍ସନର ବ୍ୟବହାର ଅନୁମୋଦନ କରାଯାଇଛି । ଅଧିକାରୀ କହିଛନ୍ତି, ‘ଗତ କିଛି ବର୍ଷ ଧରି ଚର୍ମ ରୋଗର ଚିକିତ୍ସା ପାଇଁ ଏହା ବାୟୋକୋନ୍ କମ୍ପାନୀ ଦ୍ବାରା ଅନୁମୋଦିତ ହୋଇସାରିଛି। ଏହି ଔଷଧର ବ୍ୟବହାର ପୂର୍ବରୁ ପ୍ରତ୍ୟେକ ରୋଗୀର ଲିଖିତ ସମ୍ମତି ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.