ETV Bharat / bharat

ଦିଲ୍ଲୀର ଟ୍ରକରେ ବିସ୍ଫୋରଣ, 2 ଆହତ - ଦିଲ୍ଲୀ ଦୁର୍ଘଟଣା

ଦିଲ୍ଲୀର ଦ୍ବାରିକା ସେକ୍ଟର 20ରେ ଛିଡା ହୋଇଥିବା ଟ୍ରକରେ ବିସ୍ଫୋରଣ । ଘଟଣାରେ 2 ଆହତ । ଅଧିକ ପଢନ୍ତୁ...

ଦିଲ୍ଲୀର ଟ୍ରକରେ ବିସ୍ଫୋରଣ, 2 ଆହତ
ଦିଲ୍ଲୀର ଟ୍ରକରେ ବିସ୍ଫୋରଣ, 2 ଆହତ
author img

By

Published : Sep 22, 2020, 7:02 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅଘଟଣ । ସିଏନଜି ପମ୍ପ ନିକଟରେ ଛିଡା ହୋଇଥିବା ଏକ ଟ୍ରକରେ ବିସ୍ଫୋରଣ ହୋଇଛି । ଘଟଣାରେ 2 ଜଣ ଆହତ ହୋଇଥିବା ନେଇ ସୂଚନା ।

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ଦ୍ବାରିକା ସେକ୍ଟର-20 ସ୍ଥିତ ସିଏନଜି ପମ୍ପରେ ଛିଡା ହୋଇଥିବା ଟ୍ରକର ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା । ଘଟଣାରେ 2ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.