ETV Bharat / bharat

ବାଂଲାଦେଶ ମୁହାଁ ବୁଲବୁଲ; ଦକ୍ଷିଣ-ପଶ୍ଚିମ ସୁନ୍ଦରବନ ଜାତୀୟ ପାର୍କରୁ 12 କିମି ଦୂରରେ କେନ୍ଦ୍ରୀଭୂତ - ସୁନ୍ଦରବନ ଜାତୀୟ ପାର୍କରୁ 12 କିମି ଦୂରରେ କେନ୍ଦ୍ରୀଭୂତ

ଦକ୍ଷିଣ-ପଶ୍ଚିମ ସୁନ୍ଦରବନ ଜାତୀୟ ପାର୍କ(ପଶ୍ଚିମବଙ୍ଗର 24 ପ୍ରଗଣା)ଦିଗରୁ 12 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବୁଲବୁଲ । ଆଗାମୀ 3 ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତର ରୂପ ନେବ ଏବଂ 6 ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନରେ ପରିଣତ ହେବ ।

ବାଂଲାଦେଶ ମୁହାଁ ବୁଲବୁଲ
author img

By

Published : Nov 10, 2019, 6:52 AM IST

କୋଲକାତା: ପଶ୍ଚିମବଙ୍ଗ ସାଗର ଦ୍ବୀପରେ ବୁଲବୁଲ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିବା ପରେ ଏହା ଧିରେ ଧିରେ ବାଂଲାଦେଶ ମୁହାଁ ହୋଇଛି । ଦକ୍ଷିଣ-ପଶ୍ଚିମ ସୁନ୍ଦରବନ ଜାତୀୟ ପାର୍କ( ପଶ୍ଚିମବଙ୍ଗର 24 ପ୍ରଗଣା) ଦିଗରୁ 12 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବୁଲବୁଲ । ଆଗାମୀ 3 ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତର ରୂପ ନେବ ଏବଂ 6 ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନରେ ପରିଣତ ହେବ ।

ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଅତିକ୍ରମ କରୁଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଜାରି ରହିଛି । ଉତ୍ତର ଓ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି। ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ପାଖାପାଖି 250 ଗଛ ଭାଙ୍ଗିଥିବା ବେଳେ 2000 ରୁ ଅଧିକ କଚ୍ଚା ଘର ଭାଙ୍ଗିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇ ନଥିବା ସୂଚନା ରହିଛି ।

ବାଂଲାଦେଶ ମୁହାଁ ବୁଲବୁଲ

ପୂର୍ବ ମେଦିନିପୁର, ପଶ୍ଚିମ ମେଦିନୀପୁର, ହାୱଡା, ନଦିଆ, ଗୁଗୁଳିରେ ଆଦି ଅଞ୍ଚଳରେ ଆଗାମୀ 12 ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ବୁଲବୁଲ ପ୍ରଭାବରେ ଉତ୍ତର ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ ଆଦି ସ୍ଥାନ ଗୁଡିକରେ ଆଗାମୀ 36 ଘଣ୍ଟା ମଧ୍ୟରେ ଭାରି ମାତ୍ରାରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଆଗାମୀ 18 ଘଣ୍ଟା ପର୍ଯ୍ୟନ୍ତ ଓଡିଶା-ବଙ୍ଗୋପସାର ଉପକୂଳବର୍ତ୍ତୀ ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Intro:ଶତ୍ରୁପକ୍ଷର ହନିଟ୍ରାଫ ରେ ଛନ୍ଦି ହୋଇ ରାଜସ୍ଥାନ ପୋଲିସ ଦ୍ବାରା ଓଡିଆ ଯବାନ ଗିରଫ ହୋଇଥିବା ଖବର ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟବର୍ତ୍ତୀ ଆଙ୍କରଡା ଗ୍ରାମରେ ନିଜ ଘରେ ପହଞ୍ଚିବା ପରେ ଚିନ୍ତାରେ ପରିବାର ବର୍ଗ । ଆଙ୍କରଡା ଗ୍ରାମର ଓଡ଼ିଆ ଯବାନ ବିଚିତ୍ର ବେହେରା ସେପରି କୈଣସି ଭୁଲ କାର୍ଯ୍ୟ କରିନଥିବ ବୋଲି ବିଶ୍ବାସ ରହିଥିବା କହିଛନ୍ତି ପରିବାର ବର୍ଗ। ଗତ ଚାରି ବର୍ଷ ତଳେ ସେନାରେ ନିଯୁକ୍ତି ପାଇଥିବା ବିଚିତ୍ର ଗତ କିଛି ମାସ ଧରି ସେ ଶତ୍ରୁ ପକ୍ଷ ପାକିସ୍ଥାନର ଆଇ.ଏସ୍.ଆଇ ମହିଳା ଏଜେଣ୍ଟ ଙ୍କୁ ସୋସିଆଲ ମିଡିଆରେ ସାମରିକ ବାହିନୀର ଗୋପନୀୟ ତଥ୍ୟ ଦେଇଥିବା ଆଶଙ୍କା କରି ଏଭଳି ଗିରଫ ହୋଇଥିବା ଗଣମାଧ୍ୟମ ଠାରୁ ଖବର ପାଇଥିବା ବେଳେ ନିଜ ପୁଅ ସହିତ ସେଭଳି ଯୋଗାଯୋଗ ହୋଇପାରିନାହିଁ । ଛୁଟିରେ ନିଜ ଗ୍ରାମର ଫେରୁଥିବା ବେଳେ ବିଚିତ୍ର ଗିରଫ ହୋଇଥିଲେ ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Body:ବ୍ରହ୍ମପୁରରୁ ସମୀର ଆଚାଯ୍ୟ ଇଟିଭି ଭାରତ..

ଭିଜୁଆଲ ମୋଜରେ ଯାଇଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.