ETV Bharat / bharat

ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ: 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ, 7 ଗିରଫ - ହାଇଦ୍ରାବାଦ ପୋଲିସ ଦ୍ବାରା 7 ଲୁଟେରା ଗିରଫ

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଉପରେ ସାଇବେରାବାଦ ପୋଲିସ ଚଢାଉ କରି 2କୋଟି 89 ଲକ୍ଷ ଟଙ୍କା ଜବତ କରିଛି । ଏହି ଘଟଣାରେ 7 ଜଣ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 25, 2019, 1:18 PM IST

ହାଇଦ୍ରାବାଦ: ସାଇବେରାବାଦ ପୋଲିସ ଗୋଟିଏ ଲୁଟେରା ଗ୍ୟାଙ୍ଗ ଉପରେ ଚଢାଉ କରି 2କୋଟି 89 ଲକ୍ଷ ଟଙ୍କା ଜବତ କରିଛି । ଏହି ଟଙ୍କା ସହ 350 ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି । ଏହି ଘଟଣାରେ 7 ଜଣଙ୍କୁ ଗିରଫ କରାଯାଇଛି ।

ଗତକାଲି ଏହି ଆନ୍ତଃରାଜ୍ୟ ହାଇୱେ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ବିଭିନ୍ନ ସ୍ଥାନମାନଙ୍କରୁ ଏହି ଗ୍ୟାଙ୍ଗ ଏହି ଟଙ୍କା ଲୁଟ କରିଥିବା ପୋଲିସ ପ୍ରକାଶ କରିଛି ।

Intro:Body:

TEST

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.