ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ 3 ପୋଲିସକର୍ମୀ ନିଲମ୍ବିତ - cyberabad commissione

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଫଆଇଆର ରଖିବା ପାଇଁ ମନା କରିଥିବା ପୋଲିସ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ । 3 ପୋଲିସ କର୍ମୀ ନିଲମ୍ବିତ ।

cyberabad-commissioner
ଫାଇଲ ଫଟୋ
author img

By

Published : Nov 30, 2019, 11:10 PM IST

Updated : Dec 4, 2019, 4:22 PM IST

ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ । ଘଟଣାର 2 ଦିନ ପରେ ପୋଲିସ ଆକ୍ସନ ମୋଡକୁ ଆସିଛି । ଏଫଆଇଆର ରଖିବା ପାଇଁ ମନା କରିଥିବା ପୋଲିସ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସାଇବରାବାଦ କମିଶନର ତିନି ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ସମସାବାଦ ପୋଲିସ ଷ୍ଟେସନର ଏସଆଇ ରବିକୁମାର ଓ ରାଜୀବ ଗାନ୍ଧୀ ଏୟାରପୋର୍ଟ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଦୁଇ କନେଷ୍ଟବଳ ଯଥାକ୍ରମେ ବେଣୁରେଡ୍ଡୀ ଏବଂ ସତ୍ୟନାରାୟଣ ନିଲମ୍ବିତ କରିଦିଆଯାଇଛି । ଏହି ପୋଲିସ କର୍ମୀମାନେ ଏଫଆଇଆର ଲେଖିବାରେ ବିଳମ୍ବ କରିଥିଲେ ।

Intro:Body:

O:\OTHERS\30-Nov-2019\JAY PANDA

Conclusion:
Last Updated : Dec 4, 2019, 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.