ETV Bharat / bharat

ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି, ଉଦ୍ଧାରକାର୍ଯ୍ୟ ଜାରି - ବର୍ଷା

ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଉତ୍ତରାଖଣ୍ଡବାସୀ । ବିଭିନ୍ନ ସ୍ଥାନରେ ବନ୍ୟା ଜଳରେ ଭାସିଗଲା ଘର, ଦୋକାନ ଓ ଗାଡି । ଉଦ୍ଧାର କାର୍ଯ୍ୟ ଜାରି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 12, 2019, 2:19 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳମାତ୍ରାରେ ବାଦଲ ଫଟା ବର୍ଷା ଯୋଗୁଁ ସମସ୍ତ ନଦୀ-ନାଳରେ ପାଣି ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ଚମେଲୀ ଅଞ୍ଚଳର ବାଞ୍ଜବଗଡ ଗାଁରେ ଜଳ ସ୍ରୋତରେ ଏକ ପକ୍କା ଘର ଭାସିଯାଇଛି । ଯେଉଁଥିରେ ଜଣେ ମହିଳା ଓ ତାଙ୍କର 9 ବର୍ଷର ଝିଅ ଥିଲେ । ଏହାସହ କିଛି ଗାଈ, ଛେଳି ମଧ୍ୟ ଥିଲେ । ତେବେ ମହିଳାଙ୍କର ମୃତଦେହ ମିଳିଥିବାବେଳେ ଝିଅକୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସେହିଭଳି ଚୁଫଲଗାଡ ଓ ନନ୍ଦାକିନୀରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି ବନ୍ୟା ଜଳରେ ଘାଟବଜାରରେ 3ଟି ଦୋକାନ ଭାସିଯାଇଛି । ଅନ୍ୟପଟେ ଘାଟ-ବାଞ୍ଜବଗଡ ମାଟରମାର୍ଗରେ ଗରଣୀ ଗାଁରେ ପାହାଡରେ ଭୂ-ସ୍ଖଳନ ଯୋଗୁଁ ଦୁଇଟି ଗାଡି ଓ ଗୋଟିଏ ଘର ମାଟିରେ ଦବି ଯାଇଛି । ଯେଉଁଥିରେ 6 ରୁ 7 ଜଣ ନିଖୋଜ ଥିବାର ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ଏସଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.