ETV Bharat / bharat

ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଅଧିକ କୃଷିଋଣ ପ୍ରଦାନ କରାଯିବ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

author img

By

Published : Feb 16, 2020, 1:37 AM IST

ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଅଧିକ କୃଷିଋଣ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅଧିକ ପଢନ୍ତୁ...

Credit limit for rural  farmers has been expanded
ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଅଧିକ କୃଷିଋଣ ପ୍ରଦାନ କରାଯିବ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳର ଚାଷୀଙ୍କୁ ଅଧିକ କୃଷିଋଣ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ସେ କହିଛନ୍ତି, ଋଣସୀମାକୁ ବୃଦ୍ଧି କରାଯାଇଛି । ତେଣୁ ଆମେ ଋଣ ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ ।’ ଏହା ସହ ବ୍ୟାଙ୍କର ଋଣ ପରିମାଣ ବୃଦ୍ଧି ପାଇଁ ସେ ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ଏଥିରେ ସେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ପ୍ରାଧାନ୍ୟ ଦେଇଥିବା ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.